ETV Bharat / bharat

ଏହି ରୋଗର ନିରାକରଣ କରେ ବ୍ରାଉନ ଫ୍ୟାଟ - SLC25A44 ପ୍ରୋଟିନ

ଶରୀରରେ ଥିବା ବ୍ରାଉନ ଫ୍ୟାଟ ଅନେକ ରୋଗର ନିରାକରଣ କରିଥାଏ । ଏହା ଶରୀରକୁ ଗରମ କରିବା ସହ ଆମିନୋ ଏସିଡର ବ୍ୟବହାର କରିଥାଏ ।

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ
author img

By

Published : Sep 16, 2019, 1:00 PM IST

ହାଇଦ୍ରାବାଦ: ମୋଟାପଣ ଓ ମଧୁମେହକୁ ରୋକିବା ପାଇଁ ବ୍ରାଉନ ଫ୍ୟାଟ ସାହାଯ୍ୟ କରିଥାଏ । ଏହାକୁ ବ୍ରାଉନ ଆଡିପୋଜ ଟିସୁ ମଧ୍ୟ କୁହାଯାଇଥାଏ । ବ୍ରାଉନ ଫ୍ୟାଟ ସାଧାରଣତଃ ଶରୀରକୁ ଗରମ ରଖିଥାଏ । ମନୁଷ୍ୟ ଶରୀରରେ ଅତି କମ୍ ଗ୍ରାମର ବ୍ରାଉନ ଫ୍ୟାଟ ନଜର ଆସିଥାଏ । ବେକ, କିଡନି, ସ୍ପାଇନାଲ କର୍ଡ ଆଦିରେ ବ୍ରାଉନ ଫ୍ୟାଟ ଦେଖିବାକୁ ମିଳେ । ଶରୀର ଥଣ୍ଡା ହୋଇଗଲେ ବ୍ରାଉନ ଫ୍ୟାଟ ସର୍କରା ଓ ରକ୍ତରୁ ଚର୍ବିକୁ ବ୍ୟବହାର କରି ଶରୀରକୁ ଗରମ କରିଥାଏ ।

ଏହା ଶରୀରରେ ଥିବା ମଇଳାକୁ ସଫା କରିଥାଏ ଓ ଆମିନୋ ଏସିଡ ଚେନ(BCAAs) କୁ ଅଲଗା କରିଥାଏ । ଅଣ୍ଡା, ଚିକେନ, ମାଛ ଖାଇବା ଦ୍ବାରା BCAAs( ଲିଉସିନ୍,ଆଇସୋଲିଉସିନ୍ ଓ ଭାଲିନ) ଶରୀରକୁ ମିଳିଥାଏ । ସେଥିପାଇଁ ମସଲ୍ସ ବନେଇବା ପାଇଁ ଖେଳାଳୀ ନିଜ ଡାଏଟରେ ଏହି ସବୁ ଖାଦ୍ୟ ଖାଇଥାନ୍ତି। ରକ୍ତରେ ସାମାନ୍ୟ ପରିମାଣରେ ଆମିନୋ ଏସିଡ ସ୍ବାସ୍ଥ୍ୟ ପାଇଁ ଲାଭଦାୟକ ମାତ୍ର ଏହାର ମାତ୍ରା ବଢିଗଲେ ମୋଟାପଣ ଓ ମଧୁମେହ ହୋଇଥାଏ ।

20 ବର୍ଷ ତଳର ବ୍ରାଉନ ଫ୍ୟାଟ ସସପେନ୍ସ ଏହି ରିସର୍ଚ୍ଚ ଜରିଆରେ ସାମ୍ନାକୁ ଆସିଛି । BCAAs ମାଇଟୋକଣ୍ଡ୍ରିଆରେ ପ୍ରବେଶ କରି ଏନର୍ଜିରେ ପରିବର୍ତ୍ତନ କରିଥାଏ ପରେ କୋଷକୁ ଗରମ କରିଥାଏ । SLC25A44 ପ୍ରୋଟିନ ବ୍ରାଉନ ଫ୍ୟାଟକୁ ନିୟନ୍ତ୍ରିତ କରିଥାଏ।

Intro:Body:

BLANK FOR LINK

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.