ETV Bharat / bharat

ଜ୍ବାଇଁପୁଅ ଭରିଲେ ନାମାଙ୍କନ! - bridegroom

ବୈଦରାଜ କିଶନ ନାମକ ଜଣେ ଦଳୀୟ ପ୍ରାର୍ଥୀ ନେତା ବଦଳରେ ଜ୍ବାଇଁପୁଅ ବେଶରେ ଆସି ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି । ସଞ୍ଜୁକ୍ତ ବିକାଶ ପାର୍ଟିରୁ ପ୍ରାର୍ଥୀ ଭାବେ ନିର୍ବାଚନ ଲଢୁଛନ୍ତି ବୈଦରାଜ ।  ବାହାଘରରେ ବ୍ୟବହୃତ ବ୍ୟାଣ୍ଡ ବଜାଇ ଏଭଂ ଘୋଡାରେ ଆସି ସେ ନିଜର ପ୍ରାର୍ଥି ପତ୍ର ଦାଖଲ କରିଥିଲେ।

ଫଟୋ ସୌଜନ୍ୟ: ଟ୍ୱିଟର@ANI
author img

By

Published : Apr 9, 2019, 3:34 PM IST

Updated : Apr 9, 2019, 5:04 PM IST

ଶାହାଜହାଁପୁର: ନିର୍ବାଚନ ଆସିଲେ ବିଭିନ୍ନ ଦଳର ଆଶାୟୀ ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରୁଥିବା ଖବର ଆପଣ ଶୁଣିଥିବେ । କେବେ ଆପଣ ଶୁଣିବାକୁ ପାଇଛନ୍ତି କି ଯେ, ନେତାଙ୍କ ବଦଳରେ ଜ୍ବାଇଁପୁଅ ନାମାଙ୍କନ ପତ୍ର ଦାଖଲ କରିବା । ମିଛ ନୁହଁ ସତରେ ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ଉତ୍ତର ପ୍ରଦେଶର ଶାହାଜହାଁପୁର ଜିଲ୍ଲାରେ।

photo
ଫଟୋ ସୌଜନ୍ୟ: ଟ୍ୱିଟର@ANI

ଯେଉଁଠି ବୈଦରାଜ କିଶନ ନାମକ ଜଣେ ଦଳୀୟ ପ୍ରାର୍ଥୀ ନେତା ବଦଳରେ ଜ୍ବାଇଁପୁଅ ବେଶରେ ଆସି ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି । ସଞ୍ଜୁକ୍ତ ବିକାଶ ପାର୍ଟିରୁ ପ୍ରାର୍ଥୀ ଭାବେ ନିର୍ବାଚନ ଲଢୁଛନ୍ତି ବୈଦରାଜ । ବାହାଘରରେ ବ୍ୟବହୃତ ବ୍ୟାଣ୍ଡ ବଜାଇ ଏଭଂ ଘୋଡାରେ ଆସି ସେ ନିଜର ପ୍ରାର୍ଥି ପତ୍ର ଦାଖଲ କରିଥିଲେ।

photo
ଫଟୋ ସୌଜନ୍ୟ: ଟ୍ୱିଟର@ANI

ନିର୍ବାଚନ ଲଢିବା ସମ୍ପର୍କରେ ପ୍ରତିକ୍ରିୟା ଦେଇ ସେ କହିଛନ୍ତି ଯେ, ରାଜନୀତିରେ ଜ୍ବାଇଁ ବନିବା ଆବଶ୍ୟକ । କନ୍ୟା ତ ମେ 28 ପରେ ଆସିବ । "

ସ୍ଲଗ-ବୈତରଣୀନଦୀରେ ବୁଡି ମହିଳା ମୃତ
ଆଙ୍କର- କେନ୍ଦୁଝର ଜିଲ୍ଲା  ତୁରୁମୁଙ୍ଗା ଥାନା ବୈତରଣୀ ନଦୀର ମୟୁରପଙ୍ଖା ଘାଟରେ ବୁଡି  ମହିଳାଙ୍କ ମୃତ୍ୟୁ ହୋଇଛି ।ମୃତ ମହିଳା ମୟୁରପଙ୍ଖା ଗ୍ରାମର ଜଙ୍ଗା ମୁଣ୍ଡା  ଗତକାଲି ରାତିରେ ଘରେ ସାମାନ୍ୟ ବଚସା ହୋଇଥିବାରୁ ମହିଳା ଜଣଙ୍କ ଘରୁ ରାଗି ପଳାଇ ଆସିଥିଲେ ଆଜି ସକାଳୁ ତାଙ୍କ ମୃତଦେହ ନଦୀରେ ଭାସୁଥିବା ଦେଖି ଗାଁ ଲୋକେ ପୋଲିସ କୁ ଖବର ଦେଇଥିଲେ ଘଟଣା ସ୍ଥଳରେ ପୋଲିସ ପହଁଞ୍ଚି ମୃତଦେହ କୁ ଉଦ୍ଧାର କରି ତଦନ୍ତ ଜାରି ରଖିଛି।
Last Updated : Apr 9, 2019, 5:04 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.