ETV Bharat / bharat

ନିୟମ ଆଗରେ ନତମସ୍ତକ ବସ୍ ଡ୍ରାଇଭର

author img

By

Published : Oct 2, 2019, 4:19 PM IST

ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଏହି ଭାଇରାଲ ଭିଡିଓଟି ହେଉଛି କେରଳର ।

ନିୟମ ଆଗରେ ନତମସ୍ତକ ବସ୍ ଡ୍ରାଇଭର

ମୁମ୍ବାଇ: ଯଦି ଆପଣ ଠିକ୍ ମାର୍ଗରେ ଅଛନ୍ତି ତେବେ ଦୁନିଆର କୌଣସି ଶକ୍ତି ମଧ୍ୟ ଆପଣଙ୍କୁ ଅଟକାଇ ପାରିବ ନାହିଁ । ଏହି ଉକ୍ତିଟି ଆପଣ ଅନେକ ଥର ଶୁଣିଥିବେ । କିନ୍ତୁ ସେହି ଉକ୍ତିକୁ ସତ କରି ଦେଖାଇଛନ୍ତି ଜଣେ ମହିଳା । ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

ନିୟମ ଆଗରେ ନତମସ୍ତକ ବସ୍ ଡ୍ରାଇଭର

ଏହି ଭାଇରାଲ ଭିଡିଓଟି ହେଉଛି କେରଳର । ଭିଡିଓରେ ଦେଖିବାକୁ ମିଳୁଛି ଜଣେ ମହିଳା ସ୍କୁଟିରେ ଡ୍ରାଇଭିଂ କରିବା ସମୟରେ ଗୋଟିଏ ବସ୍ ତାଙ୍କ ସାମ୍ନାକୁ ଆସିଥିଲା । ମାତ୍ର ସଡକ ନିୟମ ଅନୁସାରେ ମହିଳା ଜଣଙ୍କ ଠିକ୍ ବାଟରେ ଥିଲେ । ତେଣୁ ସେ ନିଜ ସ୍ଥାନରେ ଅଡି ରହିଥିଲେ । ଆଉ ଶେଷରେ ମହିଳାଙ୍କ ସାମ୍ନାରେ ହାରମାନି ବସ୍‌ଟି ନିଜର ଗତି ପଥ ବଦଳାଇଥିଲା ।

ତେବେ ଏହି ଭିଡିଓଟିକୁ @TheGhostRider31 ନାମକ ଜଣେ ୟୁର୍ଜର ନିଜ ଟ୍ବିଟର ହ୍ୟାଣ୍ଡେଲର ସେୟାର କରଛନ୍ତି । ଏହାସହ ସେ କ୍ୟାପସନରେ ଲେଖିଛନ୍ତି ଯଦି ଆପଣ ଠିକ୍ ବାଟରେ ଅଛନ୍ତି, ତେବେ ଆପଣଙ୍କୁ କେହି ଦୋହଲାଇ ପାରିବେ ନାହିଁ । ଯେଉଁ ଭିଡିଓ ଏବେ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେଉଛି । ଏହି ଭିଡିଓରେ ଉକ୍ତ ମହିଳାଙ୍କୁ ଖୁବ୍ ପ୍ରଶଂସା କରାଯାଉଛି ।

Intro:Body:

BLANK  FOR LINK

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.