ETV Bharat / bharat

2 ବର୍ଷ ମଧ୍ୟରେ ସବୁ ବିମାନ ବନ୍ଦରରେ ଲାଗିବ ବଡି ସ୍କାନର - ବିମାନବନ୍ଦର

ବିମାନ ବନ୍ଦର ଗୁଡିକରେ ବଡି ସ୍କାନର ଲାଗିବ । ଏନେଇ ବେସାମରିକ ବିମାନ ସୁରକ୍ଷା ବ୍ୟୁରୋ(BCAS) ପକ୍ଷରୁ ସୂଚନା ଦିଆଯାଇଛି ।

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ
author img

By

Published : Aug 29, 2019, 6:01 PM IST

ନୂଆଦିଲ୍ଲୀ: ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରିବାକୁ ବିମାନ ବନ୍ଦର ଗୁଡିକରେ ବଡି ସ୍କାନର ଲାଗିବ । ଏହି ବ୍ୟବସ୍ଥାକୁ ଆସନ୍ତା 1ବର୍ଷ ମଧ୍ୟରେ ପ୍ରମୁଖ ବିମାନ ବନ୍ଦର ଗୁଡିକରେ କାର୍ଯ୍ୟକାରୀ କରାଯିବ ଓ 2ବର୍ଷ ମଧ୍ୟରେ ଅନ୍ୟ ସମସ୍ତ ବିମାନ ବନ୍ଦରରେ ଲାଗିବ । ବେସାମରିକ ବିମାନ ସୁରକ୍ଷା ବ୍ୟୁରୋ (BCAS) ପକ୍ଷରୁ ଏହି ସୂଚନା ଦିଆଯାଇଛି ।

ବଡି ସ୍କାନର ଦ୍ବାରା ଜଣେ ବ୍ୟକ୍ତିକୁ ବିନା ସ୍ପର୍ଶରେ ଯାଞ୍ଚ କରାଯାଇ ପାରିବ । ଶରୀର ମଧ୍ୟରେ ଥିବା ସନ୍ଦିଗ୍ଧ ବସ୍ତୁ ଠାବ କରିବାରେ ଏହି ଉପକରଣର ପ୍ରୟୋଗ କରାଯାଏ । ଯାହା ସୁରକ୍ଷା ପାଇଁ ବିଶେଷ ଉପଯୋଗୀ ହୋଇଥାଏ ।

Intro:Body:Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.