ETV Bharat / bharat

ବିହାରରେ ଡଙ୍ଗା ଓଲଟି 3 ମୃତ, ଅନେକ ନିଖୋଜ - ବିହାର ନୌକା ବୁଡି ଘଟଣା

ବିହାରର କଟିହାର ଜିଲ୍ଲାରେ ଡଙ୍ଗା ଓଲଟି 3 ମୃତ । ଅଚାନକ ପ୍ରଖର ସ୍ରୋତରେ ଭାରସାମ୍ୟ ହରାଇ ମହାନନ୍ଦା ନଦୀରେ ଓଲଟି ଯାଇଛି ଡଙ୍ଗା । ଚାଳକଙ୍କ ସମତେ 60 ଯାତ୍ରୀ ନୌକାରେ ଯାତ୍ରା କରୁଥିଲେ । ଅଧିକ ପଢନ୍ତୁ...

ଫାଇଲ ଫଟୋ
author img

By

Published : Oct 3, 2019, 11:48 PM IST

ପାଟନା: ବିହାରର କଟିହାର ଜିଲ୍ଲାରେ ଡଙ୍ଗା ଓଲଟି 3 ମୃତ । ଅଚାନକ ପ୍ରଖର ସ୍ରୋତରେ ଭାରସାମ୍ୟ ହରାଇ ମହାନନ୍ଦା ନଦୀରେ ଓଲଟି ଯାଇଛି ଡଙ୍ଗା । ଚାଳକଙ୍କ ସମତେ 60 ଯାତ୍ରୀ ନୌକାରେ ଯାତ୍ରା କରୁଥିଲେ । ବର୍ତ୍ତମାନ ସୁଦ୍ଧା 3 ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଛି । ଉଦ୍ଧାର କାର୍ଯ୍ୟ ଜାରି ରହିଥିବା ବେଳେ ଆହୁରି ଅନେକ ନିଖୋଜ ଥିବାରୁ ମୃତ୍ୟୁ ସଂଖ୍ୟା ବଢିବାର ଆଶଙ୍କା ପ୍ରକାଶ ପାଇଛି ।

ବିହାରରେ ଡଙ୍ଗା ଓଲଟି 3 ମୃତ

ଏହି ଦୁର୍ଘଟଣା ଖବର ପାଇ ବାରସୋଇ ଅନୁମଣ୍ଡଳ ଓ ପଶ୍ଚିମବଙ୍ଗ ପୋଲିସ ଘଟଣାସ୍ଥଳରେ ପହଞ୍ଚିଛନ୍ତି ।

ମିଳିଥିବା ସୂଚନା ମୁତାବକ ନୌକାଟି ପଶ୍ଚିମବଙ୍ଗରୁ ବିହାରକୁ ଫେରୁଥିଲା । ଅଚାନକ ମଝି ନଈରେ ପ୍ରଖର ସ୍ରୋତ ପ୍ରଭାବରେ ଭାରସାମ୍ୟ ହରାଇ ନୌକା ଓଲଟି ଯାଇଥିଲା । ନୌକାରେ 60 ଲୋକଙ୍କ ବ୍ୟତୀତ ଅନେକ ବାଇକ ଲଦା ଯାଇଥିବା ଖବର ରହିଛି ।

Intro:Body:

boat full of passengers drowned in mahananda

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.