ETV Bharat / bharat

ଆଜିଠୁ ବିଜେପିର ଜନ ଜାଗରଣ ଅଭିଯାନ - janjagaran campain of bjp

ଆଜିଠୁ ବିଜେପିର ମେଗା କ୍ୟାମ୍ପେନ । ଆଗାମୀ 10 ଦିନ ପର୍ଯ୍ୟନ୍ତ ଚାଲିବ ଜନ ଜାଗରଣ ଅଭିଯାନ । 42 ସ୍ଥାନରେ ରହିବେ 42 ବଡ ନେତା । ଅଧିକ ପଢନ୍ତୁ...

bjp
ଆଜିଠୁ ବିଜେପିର ଜନ ଜାଗରଣ ଅଭିଯାନ
author img

By

Published : Jan 5, 2020, 2:42 PM IST

ନୂଆଦିଲ୍ଲୀ: ନାଗରିକତା ସଂଶୋଧନ ଆଇନକୁ ନେଇ ସାରା ଦେଶରେ ବିରୋଧ ପ୍ରଦର୍ଶନ ହୋଇଛି । ବିଭିନ୍ନ ସଂଗଠନ ଆଇନକୁ ନେଇ ସରକାରଙ୍କୁ ଟେର୍ଗେଟ କରିବାରେ ଲାଗି ପଡିଛନ୍ତି । ସରକାର ମଧ୍ୟ ଏଥିରେ ପଛଘୁଞ୍ଚା ଦେଇ ନାହାଁନ୍ତି । ସିଏଏକୁ ନେଇ ଲୋକଙ୍କ ମନରେ ଥିବା ଭ୍ରମ ଦୂର ପାଇଁ ବିଜେପି ରବିବାରଠାରୁ ସବୁଠୁ ବଡ ଜନ ଜାଗରଣ ଅଭିଯାନ ଆରମ୍ଭ କରୁଛି । ଗୋଟିଏ ଦିନରେ ହିଁ 42ଟି ସ୍ଥାନରେ 42 ଜଣ ବଡ ନେତା ଘର ଘର ବୁଲି ସମ୍ପର୍କ ଅଭିଯାନ ଲଞ୍ଚ କରିବେ । ଆଗାମୀ 10 ଦିନ ପର୍ଯ୍ୟନ୍ତ ବିଜେପିର ମନ୍ତ୍ରୀ ଏବଂ ନେତା ଦେଶର 3 କୋଟି ଲୋକଙ୍କ ପାଖରେ ପହଞ୍ଚିବେ ।

ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ତଥା ଗୃହମନ୍ତ୍ରୀ ଅମିତ ଶାହ ଦିଲ୍ଲୀରେ ସମ୍ପର୍କ ଅଭିଯାନର ଆରମ୍ଭ କରିବେ । ସେହିପରି ବିଜେପିର କାର୍ଯ୍ୟକାରୀ ଅଧ୍ୟକ୍ଷ ଜେପି ନଡ୍ଡା ଗାଜିୟାବାଦ, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଲକ୍ଷ୍ନୌରେ, କେନ୍ଦ୍ରମନ୍ତ୍ରୀ ନିତିନ ଗଡକରୀ ନାଗପୁରରେ ଓ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ରାଜସ୍ଥାନର ଜୟପୁରରେ ଏହି ଅଭିଯାନ ଆରମ୍ଭ କରିବେ ।

Intro:Body:

Blank

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.