ETV Bharat / bharat

ବୈଷ୍ଣବ ଦେବୀଙ୍କ ଦର୍ଶନ କଲେ ନଡ୍ଡା; ସିଏଏ ସପକ୍ଷରେ ଆସାମରେ ବିରାଟ ସମାବେଶ - ସିଏଏ

ସିଏଏ ସପକ୍ଷରେ ବିଜେପିର ସାରା ଦେଶରେ ବିଶାଳ ଅଭିଯାନ। ସମସ୍ତ ଜାତୀୟସ୍ତରୟ ନେତା ଘରକୁ ଘର ବୁଲି ଆଇନ ସପକ୍ଷରେ ଲୋଡୁଛନ୍ତି ସମର୍ଥନ। ଏହିକ୍ରମରେ ଆସାମ ହେବାକୁ ଥିବା ସମାବେଶରେ ସାମିଲ ହୋଇଛନ୍ତି ଜେପି ନଡ୍ଡା। ଗସ୍ତ ଅବସରରେ ସେ ବୈଷ୍ଣବ ଦେବୀଙ୍କୁ ଦର୍ଶନ କରିଛନ୍ତି।

PHOTO
Bjp working
author img

By

Published : Jan 4, 2020, 8:03 PM IST

ନୂଆଦିଲ୍ଲୀ: କେନ୍ଦ୍ର ସରକାର ଆଣିଥିବା ସିଏଏ ଆଇନକୁ ବିରୋଧ କରି ବିରୋଧୀ ସାରା ଦେଶରେ ହଲ୍ଲାବୋଲ ଚଳାଇଥିବା ବେଳେ ଶାସକ ବିଜେପ ମଧ୍ୟ ବିରୋଧୀଙ୍କୁ ମୁକାବିଲା କରିବା ପାଇଁ ଆରମ୍ଭ କରିଛି ସ୍ବତନ୍ତ୍ର ରଣନୀତି। ଏଥିପାଇଁ ଦଳ ସାରା ଦେଶରେ 3 କୋଟି ପରିବାର ପାଖକୁ ଯାଇ ଆଇନ ସପକ୍ଷରେ ସମର୍ଥନ ଯୋଗାଡ କରୁଛି।

ଦଳର ସମସ୍ତ ରାଷ୍ଟ୍ରୀୟ ନେତାଙ୍କ ସମେତ ରାଜ୍ୟସ୍ତରୀୟ ନେତା ମଧ୍ୟ ଏହି ଅଭିଯାନରେ ସାମିଲ ହୋଇଛନ୍ତି। ଏଥିପାଇଁ ଦଳର ଜାତୀୟ ନେତାଙ୍କୁ ବିଭିନ୍ନ ରାଜ୍ୟ ଦାୟିତ୍ବ ଦିଆଯାଇଛି। ଏହି ଅଭିଯାନର କମାଣ୍ଡ ଖୋଦ ଦଳର ସଭାପତି ଓ କାର୍ଯ୍ୟକାରୀ ସଭାପତି ସମ୍ଭାଳୁଛନ୍ତି। ଆଜି ନୂଆଦିଲ୍ଲୀରେ ସଭାପତି ଅମିତ ଶାହା ଘରକୁ ଘର ବୁଲି ଆଇନ ସପକ୍ଷରେ ସମର୍ଥନ ଲୋଡିଛନ୍ତି। ସେହିପରି ଶନିବାର କାର୍ଯ୍ୟକାରୀ ସଭାପତି ଜଗତ ପ୍ରକାଶ ନଡ୍ଡା ଆସାମ ଗସ୍ତରେ ଆସି ଏକ ବିଶାଳ ଜନ ସମାବେଶକୁ ସମ୍ବୋଧିତ କରିବା ସହ ମା’ ବୈଷ୍ଣବ ଦେବୀଙ୍କ ଦର୍ଶନ କରିଛନ୍ତି। ସେଠାରେ ପୂଜାର୍ଚ୍ଚନା କରିବା ସହ ଦେଶବାସୀଙ୍କ ମଙ୍ଗଳ ମନାସୀଛନ୍ତି ସେ।

ସ୍ଲଗ :- ୪୯ ତମ କାରାରକ୍ଷୀ ସମାବର୍ତ୍ତନ ଉତ୍ସବ..
ରିପୋର୍ଟର:ସମୀର କୁମାର ଆଚାର୍ଯ୍ୟ,
ଫମାର୍ଟ  :ଏଭିଓ+ବାଇଟ୍,
ସ୍ଥାନ       :   ବ୍ରହ୍ମପୁର,
ତାରିଖ    : ୧୦-୦୫-୧୯. :(ଭିଜୁଆଲ Majo ରେ ଯାଇଛି.)
 (ଆଙ୍କର):-ବ୍ରହ୍ମପୁର ସ୍ଥିତ ଓଡିଶା କାରା ପ୍ରଶିକ୍ଷଣ ବିଦ୍ୟାଳୟ ପରିସରରେ  ୪୯ ତମ କାରାରକ୍ଷୀ ସମାବର୍ତ୍ତନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି  । ସମାବର୍ତ୍ତନ ଉତ୍ସବରେ ମୁଖ୍ୟ ଅତିଥି ରୂପେ କାରାଗାର ବିଭାଗର ମହାନିରୀକ୍ଷକ ମହେନ୍ଦ୍ର ପ୍ରତାପ ଯୋଗ ଦେଇଥିବା ବେଳେ କାରାଗାରରେ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ଗ୍ରହଣ କରିବାକୁ ଯାଉଥିବା ଯୁବ କାରାରକ୍ଷୀ ମାନେ ମାନବିକ ମୂଲ୍ୟବୋଧକୁ ପାଥେୟ କରି ଶୃଙ୍ଖଳା ଓ ସଚ୍ଚେଟତାର ସହ କାର୍ଯ୍ୟ କରିବାକୁ ଏହି ଅବସରରେ ଆହ୍ୱାନ କରାଯାଇଥିଲା । ଗତ ଅଗଷ୍ଟ ମାସ ଠାରୁ ୯ ମାସ ଧରି ପ୍ରଶିକ୍ଷଣ ହେଉଥିବା ମୋଟ ୨୨୪ ଜଣ ନବ ନିଯୁକ୍ତ କାରାରକ୍ଷୀ ମାନଙ୍କୁ ଏହି ଅବସରରେ ସମାବର୍ତ୍ତନ ଉତ୍ସବରେ ସାମିଲ ହୋଇଥିଲେ  । ମୁଖ୍ୟତଃ ନବନିଯୁକ୍ତ କାରାରକ୍ଷୀ ମାନଙ୍କୁ ଏହି ସମୟରେ ଜେଲ ମାନୁଆଲ୍ ,ଆଇନ୍ ,ଅପରାଧ ବିଜ୍ଞାନ , ମନସ୍ତତ୍ତ୍ୱ ,ସମାଜ ବିଜ୍ଞାନ ,ସଂସ୍କାର ସେବା ଓ କମ୍ପୁଟର ଭଳି ବିଷୟରେ ଶିକ୍ଷା ପ୍ରଦାନ କରାଯିବା ସହ ଶାରିରୀକ ପ୍ରଶିକ୍ଷଣ , ଜୁଡୋ ଓ ଡ୍ରିଲ ଭଳି ଉତ୍ତମ ଭାବରେ ପ୍ରଶିକ୍ଷଣ ପ୍ରଦାନ କରାଯାଇଥିଲା ।  ଉତ୍ସବରେ କାରା ପ୍ରଶିକ୍ଷଣ ବିଦ୍ୟାଳୟର ଅଧ୍ୟକ୍ଷା ସୁଦିପ୍ତା ପାଣିଗ୍ରାହୀ ଏହାକୁ ପରିଚାଳନ୍ନା କରିଥିବା ବେଳେ ଏହି ଅବସରରେ ୬ ଜଣ ଅବସରପ୍ରାପ୍ତ କାରା ବିଭାଗର ଅଧିକାରୀ ଓ କର୍ମଚାରୀ ମାନଙ୍କୁ ସମ୍ୱର୍ଦ୍ଧିତ କରାଯାଇଥିଲା ।  
ବାଇଟ୍- ମହେନ୍ଦ୍ର ପ୍ରତାପ(ମହାନିରୀକ୍ଷକ-କାରାଗାର ବିଭାଗ)
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.