ETV Bharat / bharat

DU ଛାତ୍ରଙ୍କୁ ହତ୍ୟା ପ୍ରସଙ୍ଗ: ପରିବାରକୁ ଭେଟିଲେ ଆଦେଶ ଗୁପ୍ତା, ରାଜନୈତିକ ଦଳକୁ ଟାର୍ଗେଟ

author img

By

Published : Oct 10, 2020, 6:40 PM IST

ଆଦର୍ଶନଗରରେ ଭାରତୀୟ ଜନତା ପାର୍ଟିର ରାଜ୍ୟ ସଭାପତି ଆଦେଶ ଗୁପ୍ତା । ଦିଲ୍ଲୀ ବିଶ୍ବବିଦ୍ୟାଳୟ ଛାତ୍ରଙ୍କ ହତ୍ୟା ଘଟଣାରେ ପରିବାରକୁ ଭେଟିବାକୁ ପହଞ୍ଚିଥିଲେ ଆଦେଶ ଗୁପ୍ତା ।

DU ଛାତ୍ରଙ୍କୁ ହତ୍ୟା: ପ୍ରସଙ୍ଗ ପରିବାରକୁ ଭେଟିଲେ ଆଦେଶ ଗୁପ୍ତା

ନୂଆଦିଲ୍ଲୀ: ଆଦର୍ଶନଗରରେ ଭାରତୀୟ ଜନତା ପାର୍ଟିର ରାଜ୍ୟ ସଭାପତି ଆଦେଶ ଗୁପ୍ତା । ଦିଲ୍ଲୀ ବିଶ୍ବବିଦ୍ୟାଳୟ ଛାତ୍ରଙ୍କ ହତ୍ୟା ଘଟଣାରେ ପରିବାରକୁ ଭେଟିବାକୁ ପହଞ୍ଚିଥିଲେ ଆଦେଶ ଗୁପ୍ତା । ଏହି ଅବସରରେ ସେ ଆମ୍ ଆଦମୀ ପାର୍ଟି ଏବଂ କଂଗ୍ରେସ ଆଡକୁ କଡା ଆଭିମୁଖ୍ୟ ଗ୍ରହଣ କରିଥିଲେ। ସେ କହିଛନ୍ତି ଯେ ଆମ୍ ଆଦମୀ ପାର୍ଟି ପରିବାରକୁ କ୍ଷତିପୂରଣ ଘୋଷଣା କରିନାହାଁନ୍ତି।

ଉଭୟ ଆମ୍ ଆଦମୀ ପାର୍ଟି ଏବଂ କଂଗ୍ରେସ ପରିବାର ସହ ରାଜନୀତି କରୁଛନ୍ତି ବୋଲି ସେ ଅଭିଯୋଗ କରିଛନ୍ତି । ଏହାସହ ଭାଜପା ନେତା ପରିବାରକୁ ବାରମ୍ବାର ଦଳିତ ପରିବାର ବୋଲି କହିଛନ୍ତି । ଏହାକୁ ନେଇ ପରିବାର ଅସନ୍ତୋଷ ପ୍ରକାଶ କରିଛି । ଅନ୍ୟପକ୍ଷେ ବିଜେପି ରାଜ୍ୟ ସଭାପତି ପୀଡିତଙ୍କ ପରିବାର ପାଇଁ ଦିଲ୍ଲୀ ସରକାରଙ୍କ ଠାରୁ କ୍ଷତିପୂରଣ ଦାବି କରିଛନ୍ତି।

ମୃତ ରାହୁଲଙ୍କ ପରିବାରକୁ ଦଳିତ ବୋଲି ବର୍ଣ୍ଣନା କରି ଆଦେଶ ପ୍ରଶ୍ନ ଉଠାଇଥିଲେ ଯେ, କଂଗ୍ରେସ ଏବଂ ଆମ୍ ଆଦମୀ ପାର୍ଟି ଆଉ ଦଳିତଙ୍କ ସହ ଛିଡା ହୋଇ ନାହାଁନ୍ତି କି। ଏହାସହ ପୀଡିତ ପରିବାରକୁ ବାରମ୍ବାର ଦଳିତ କହି ରାଜନୈତିକ ଦଳକୁ ଟାର୍ଗେଟ କରିବାରେ ଲାଗିଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.