ETV Bharat / bharat

ଡିସଚାର୍ଜ ହେଲେ ସମ୍ବିତ ପାତ୍ର, କୋରୋନା ରିପୋର୍ଟ ନେଗେଟିଭ - BJP Spokesperson Sambit Patra

ସୁସ୍ଥ ହେଲେ ସମ୍ବିତ ପାତ୍ର । ବର୍ତ୍ତମାନ ତାଙ୍କୁ ସମ୍ପୂର୍ଣ୍ଣ ବିଶ୍ରାମ ନେବାକୁ କୁହାଯାଇଛି । ଅଧିକ ପଢନ୍ତୁ...

ରିପୋର୍ଟ ନେଗେଟିଭ ପରେ, ଘରକୁ ଫେରିଲେ ସମ୍ବିତ ପାତ୍ର

author img

By

Published : Jun 8, 2020, 3:26 PM IST

ନୂଆଦିଲ୍ଲୀ: ସୁସ୍ଥ ହେଲେ ବିଜେପି ମୁଖପାତ୍ର ଡ.ସମ୍ବିତ ପାତ୍ର । କୋଭିଡ ଲକ୍ଷଣ ଦେଖାଯିବାରୁ ସେ ଗୁରୁଗାଁଓର ଏକ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ । କୋରୋନା ରିପୋର୍ଟ ନେଗେଟିଭ ଆସିବା ପରେ ତାଙ୍କୁ ହସ୍ପିଟାଲରୁ ଡିସଚାର୍ଜ କରାଯାଇଛି ।

ଗତ 15 ଦିନ ଧରି ସେ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ଗତକାଲି ରିପୋର୍ଟ ଆସିବା ପରେ ସେ ଘରକୁ ଫେରିଛନ୍ତି । ତାଙ୍କୁ ଏବେ ସମ୍ପୂର୍ଣ୍ଣ ବିଶ୍ରାମ ନେବାକୁ ପରାମର୍ଶ ଦିଆଯାଇଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.