ETV Bharat / bharat

ନିଆଁରେ ଭସ୍ମୀଭୂତ ବିଜେପି କାର୍ଯ୍ୟାଳୟ

author img

By

Published : Jan 13, 2020, 11:46 AM IST

Updated : Jan 13, 2020, 11:59 AM IST

ପଶ୍ଚିମବଙ୍ଗ ଆସନସୋଲର ବିଜେପି କାର୍ଯ୍ୟାଳୟରେ ଅଗ୍ନିକାଣ୍ଡ । ରବିବାର ବିଳମ୍ବିତ ରାତିରେ ସାଲନପୁରସ୍ଥିତ ବିଜେପି ଅଫିସରେ ଘଟିଛି ଏହି ଘଟଣା । ଅଧିକ ପଢନ୍ତୁ...

bjp party office set ablaze in west bengal asansol
ଡିଜାଇନ ଫଟୋ

ଆସନସୋଲ: ପଶ୍ଚିମବଙ୍ଗ ଆସନସୋଲର ବିଜେପି କାର୍ଯ୍ୟାଳୟରେ ଅଗ୍ନିକାଣ୍ଡ । ରବିବାର ବିଳମ୍ବିତ ରାତିରେ ସାଲନପୁରସ୍ଥିତ ବିଜେପି କାର୍ଯ୍ୟାଳୟ ଜଳି ଯାଇଥିବା ଘଟଣା ଘଟିଛି । ଏହି ଅଗ୍ନିକାଣ୍ଡ ପଛରେ ଟିଏମସିର ହାତ ଥିବା ନେଇ ବିଜେପି ଅଭିଯୋଗ କରିଛି । ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି ।

ଅଗ୍ନିକାଣ୍ଡ ଫଳରେ ବିଜେପି ଅଫିସ ହୁ ହୁ ହୋଇ ଜଳୁଥିବା ଦେଖାଯାଉଛି । ଏହି ଘଟଣାରେ ବିଜେପି-ଟିଏମସି ମଧ୍ୟରେ ଆରୋପ-ପ୍ରତ୍ୟାରୋପ ଜାରି ରହିଛି । ଅଗ୍ନିକାଣ୍ଡ ଘଟଣା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଯାଞ୍ଚ ଆରମ୍ଭ କରିଛି । ସୂଚନା ଯୋଗ୍ୟ ଯେ ଆସାନସୋଲ ବାବୁଲ ସୁପ୍ରିୟୋଙ୍କ ନିର୍ବାଚନ କ୍ଷେତ୍ର । ଏହି କ୍ଷେତ୍ରରୁ ବିଜୟ ଲାଭ କରି ବାବୁଲ ସୁପ୍ରିୟୋ ମୋଦି ସରକାରଙ୍କ କ୍ୟାବିନେଟରେ ମନ୍ତ୍ରୀ ପଦ ପାଇଛନ୍ତି ।

Intro:Body:

blank

Conclusion:
Last Updated : Jan 13, 2020, 11:59 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.