ETV Bharat / bharat

ଟୋଲପ୍ଲାଜା କର୍ମଚାରୀଙ୍କୁ ପିଟିଲେ ବିଜେପି ସାଂସଦଙ୍କ ସୁରକ୍ଷାକର୍ମୀ - Agra

ବିଜେପି ସାଂସଦ ରାମ ଶଙ୍କର କାଠେରିଆଙ୍କ ସୁରକ୍ଷାକର୍ମୀଙ୍କ ଦାଦାଗିରି । ଟୋଲ ପ୍ଲାଜା କର୍ମଚାରୀଙ୍କୁ ପିଟିବା ସହ କଲେ ଫାଙ୍କା ଗୁଳିଚାଳନା ।

ଫଟୋ ସୌଜନ୍ୟ: ଏଏନଆଇ
author img

By

Published : Jul 6, 2019, 5:15 PM IST

ନୂଆଦିଲ୍ଲୀ: ବିଜେପି ସାଂସଦ ରାମ ଶଙ୍କର କାଠେରିଆଙ୍କ ସୁରକ୍ଷାକର୍ମୀଙ୍କ ଦାଦାଗିରି । ଟୋଲ ପ୍ଲାଜା କର୍ମଚାରୀଙ୍କୁ ପିଟିବା ସହ କଲେ ଫାଙ୍କା ଗୁଳିଚାଳନା । ତେବେ ସାମାନ୍ୟ କଥାକୁ ନେଇ ଯୁକ୍ତିତର୍କ ହେବା ପରେ କାଠେରିଆଙ୍କ ସୁରକ୍ଷାକର୍ମୀ ଟୋଲ ପ୍ଲାଜା କର୍ମଚାରୀଙ୍କୁ ପିଟିବା ସହିତ ଏପରି କାଣ୍ଡ ଭିଆଇଛନ୍ତି ।

ଖବର ସରବରାହ ସଂସ୍ଥା ଏଏନଆଇ ଦ୍ବାରା ଜାରି କରାଯାଇଥିବା ଟ୍ବିଟର ଭିଡିଓରେ ଦେଖିବାକୁ ମିଳିଛି ରାମ ଶଙ୍କର କାଠେରିଆଙ୍କ ସୁରକ୍ଷାକର୍ମୀ ଟୋଲ ପ୍ଲାଜାର କର୍ମଚାରୀଙ୍କୁ ପ୍ରଥମେ ଟାଣି ଆଣିଥିଲେ । ଏହାପରେ ପାଙ୍କା ଗୁଳିଚାଳନା କରିଥିଲେ । ସିସିଟିଭିରେ ଘଟଣାର ସମସ୍ତ ଦୃଶ୍ୟ କଏଦ ହୋଇଛି । ଏହି ସମୟରେ ପାଖରେ ଉପସ୍ଥିତ ଥିଲେ ରାମ ଶଙ୍କର କାଠେରିଆ ।

ତେବେ ଟୋଲ ପ୍ଲାଜାର କର୍ମଚାରୀ ପ୍ରଥମେ ମୋର ସୁରକ୍ଷାକର୍ମୀଙ୍କୁ ବାଡିରେ ପିଟିଥିଲେ । ତେଣୁ ଆତ୍ମରକ୍ଷା ପାଇଁ ମୋର କର୍ମଚାରୀ ଫାଙ୍କା ଗୁଳିଚାଳନା କରିଥିଲେ ବୋଲି ରାମ ଶଙ୍କର ଉତ୍ତର ରଖିଛନ୍ତି ।

48 ଘଂଟା ପର୍ଯ୍ୟନ୍ତ10 ଟି ଜିଲ୍ଲା କୁ  ଦିଆଗଲା ଅରେଞ୍ଜ ୱାର୍ନିଙ୍ଗ
,
ଆଜି ଠାରୁ ପ୍ରବଳ ବର୍ଷା ଆଶଙ୍କା, 10 ଟି ଜିଲା କୁ ଦିଆ ଗଲା ଅରେଞ୍ଜ ୱାର୍ନିଙ୍ଗ, ଜିଲା ଗୁଡିକ ହେଲା ସେନପୁର, ଦେଓଗଡ଼, ସୁନ୍ଦରଗଡ଼, କେନ୍ଦୁଝର, ମୟୁରଭଞ୍ଜ, ବାଲେଶ୍ଵର, ଭଦ୍ରକ, ସମ୍ବଲପୁର,ବରଗଡ଼, ବଲାଙ୍ଗୀର । ଏହି 10 ଟି ଜିଲ୍ଲାରେ ଆଜି ଅତି ରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ବୋଲି ଆଞ୍ଚଳିକ ପଣିପାଗ ବିଭାଗ ସୂଚନା ଦେଇଛି । ଅନ୍ୟ ପଟେ ଉପକୂଳ  ରେ ବି 30 ରୁ 40 କିଲୋମିଟର ପବନ ବେଗ ହୋଇ ପାରେ ଯାହା ଫଳ ରେ ମସ୍ୟ ଯିବି କୁ ସମୁଦ୍ର ଭିତରକୁ  ଯିବା ପାଇଁ ବାରଣ କରାଯାଇଛି। 
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.