ETV Bharat / bharat

ବିଜେପି ଦଖଲରେ ବଙ୍ଗ ! - Mamta Banarjee

ମମତାଙ୍କ ଗଡ ଦଖଲ କରିବା ଉଦ୍ଦେଶ୍ୟରେ ଆଗକୁ ମାଡି ଚାଲିଛି ବିଜେପି । ଏଥର ଲୋକସଭା ନିର୍ବାଚନରେ 23 ସିଟ ଅତିଆର କରିବା ଲକ୍ଷ୍ୟରେ ଦୃଢତାର ସହ ଆଗକୁ ମାଡି ଚାଲିଛି ବିଜେପି ।

ଡିଜାଇନ ଫଟୋ
author img

By

Published : May 23, 2019, 8:09 PM IST

କୋଲକାତା: ଫଳାଫଳ ଆସିବାରେ ଯେତିକି କମ ସମୟ ଅଛି ବଢିଚାଲିଛି ସେତିକି ରୋମାଞ୍ଛ । ମମତାଙ୍କ ଗଡ ଦଖଲ କରିବା ଉଦ୍ଦେଶ୍ୟରେ ଆଗକୁ ମାଡି ଚାଲିଛି ବିଜେପି । ଏଥର ଲୋକସଭା ନିର୍ବାଚନରେ 23 ସିଟ ଅତିଆର କରିବା ଲକ୍ଷ୍ୟରେ ଦୃଢତାର ସହ ଆଗକୁ ମାଡି ଚାଲିଛି ବିଜେପି ।

ବର୍ତ୍ତମାନ ସୁଦ୍ଧା ବିଜେପି 13ଟି ସିଟ ହାତେଇ ଥିବାବେଳେ 18ଟି ଆସନ ସହ ଶାସକ ଦଳ ଟିଏମସିକୁ ସନ୍ତୋଷ ହେବାକୁ ପଡିଛି । ସେହିପରି 21 ଆସନରେ ଟିଏମସି ଆଗୁଆ ଥିବାବେଳେ ବିଜେପି 19ଟିରେ ଆଗୁଆ ରହିଛି ।

ଗତ 5 ବର୍ଷ ପୂର୍ବେ ପଶ୍ଚିମବଙ୍ଗରେ ଅତି କଷ୍ଟରେ ଖାତା ଖୋଲିଥିବା ବିଜେପି ନିକଟରେ ଥିଲା ମାତ୍ର 2ଟି ସିଟ । ହେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ବିଜେପି ଅଧ୍ୟକ୍ଷ ଅମିତ ଶାହଙ୍କ ଲଗାତାର ରୋଡ ଶୋ’ ଓ ରାଲି ପାର୍ଟି ପାଇଁ ସଞ୍ଜିବନୀର କାମ କରିଥିଲା ।

Intro:Body:

ବିଜେପି ଦଖଲରେ ବଙ୍ଗ !

Conclusion:

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.