ETV Bharat / bharat

ଝାଡଖଣ୍ଡରେ ବିଜେପି ନେତାଙ୍କୁ ଗୁଳି କରି ହତ୍ୟା

ଝାଡଖଣ୍ଡ ପଲାମୁ ଜିଲ୍ଲା ପିପରା ଥାନାଞ୍ଚଳରେ ବିଜେପି ନେତା ମୋହନ ଗୁପ୍ତାଙ୍କୁ ଗୁଳିକରି ହତ୍ୟା କରାଯାଇଛି । ମୋଓବାଦୀ ହତ୍ୟା କରିଥିବା ସନ୍ଦେହ । ଅଧିକ ପଢନ୍ତୁ...

ପ୍ରତିକାତ୍ମକ ଫଟୋ
author img

By

Published : Nov 23, 2019, 7:48 PM IST

ହାଇଦ୍ରାବଦ: ଝାଡଖଣ୍ଡ ପଲାମୁ ଜିଲ୍ଲା ପିପରା ଥାନାଞ୍ଚଳରେ ଜଣେ ବିଜେପି ନେତାଙ୍କୁ ହତ୍ୟା କରାଯାଇଛି । ବିଜେପି ନେତାଙ୍କ ନାମ ମୋହନ ଗୁପ୍ତା । ତାଙ୍କୁ ମାଓବାଦୀ ହତ୍ୟା କରିଥିବା ଅନୁମାନ କରାଯାଉଛି ।

ମୋହନ ଗୁପ୍ତାଙ୍କୁ ଏକେ 47 ଦ୍ବାରା ଗୁଳିକରି ହତ୍ୟା କରାଯାଇଥିବା ଜଣାପଡିଛି । ମୋହନ ପିପରା ମଣ୍ଡଳମୁଖ୍ୟଙ୍କ ସ୍ବାମୀ ହୋଇଥିବା ବେଳେ ସେ ଅନେକ ଦିନରୁ ମାଓବାଦୀଙ୍କ ଟାର୍ଗେଟରେ ଥିଲେ । ଶନିବାର ସଂଧ୍ୟାରେ ମୋହନ ପିପରା ବଜାରରେ ବୁଲୁଥିଲେ । ଏହି ସମୟରେ ବାଇକରେ ଦୁଇଜଣ ଦୁର୍ବୃତ୍ତ ଆସି ତାଙ୍କୁ ଗୁଳି ମାରିଥିଲେ । ଏହି ଘଟଣା ପରେ ପିପରା ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଛି ।

ପ୍ରକାଶ ଯେ, 2012ରେ ମଧ୍ୟ ମୋହନଙ୍କୁ ମାଓବାଦୀମାନେ ଆକ୍ରମଣ କରିଥିଲେ ।

Intro:पलामू में भाजपा नेता की माओवादियों ने गोली मार कर हत्या की
नीरज कुमार । पलामू

पलामू के पिपरा थाना क्षेत्र में भाजपा नेता मोहन गुप्ता की गोली मारकर हत्या कर दी गई। हत्या का शक माओवादियों पर है। ग्रामीणों के अनुसार मोहन गुप्ता पर एके 47 से से 8- 10 गोली मारी गई है मोहन गुप्ता पिपरा प्रखंड के प्रमुख के पति भी हैं मोहन गुप्ता कई वर्षों से नक्सलियों के निशाने पर रहे हैं जानकारी के अनुसार शनिवार की देर शाम पिपरा बाजार में मोहन गुप्ता घूम रहे थे इसी क्रम में बाइक सवार अपराधियों ने उन्हें गोली मार दी घटना के बाद पूरे इलाके में सनसनी फैल गई है। 2012 में भी मोहन गुप्ता पर माओवादियों ने हमला किया था।

Body:पलामू में भाजपा नेता की माओवादियों ने गोली मार कर हत्या की

Conclusion:पलामू में भाजपा नेता की माओवादियों ने गोली मार कर हत्या की
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.