ଭୋପାଳ: ଇନ୍ଦୋରରେ ବିଜେପି ରାଷ୍ଟ୍ରୀୟ ମହାସଚିବ କୈଳାସ ବିଜୟବର୍ଗୀୟଙ୍କ ବିବାଦୀୟ ବୟାନ । ମଧ୍ୟପ୍ରଦେଶରେ ପେନସନ ଘୋଟାଲାକୁ ନେଇ ରାଜ୍ୟ ସରକାରଙ୍କୁ ଖୋଲା ଚ୍ୟାଲେଞ୍ଚ ଦେଇଛନ୍ତି ସେ। କହିଲେ ‘ସରକାର ଯାହା କରିବା କଥା କରନ୍ତୁ। ’
ପୂର୍ବରୁ କଂଗ୍ରେସ ନେତା ଦିଗବିଜୟ ସିଂ ପେନସନ ଘୋଟାଲାରେ ଦେଇଥିବା ଜବାବର ପ୍ରତିଜବାବ ଦେଇ ସେ ଏହା କହିଛନ୍ତି । ଦିଗବିଜୟ କହିଥିଲେ, ପେନସନ ଘୋଟାଲାରେ କୈଳାସ ବିଜୟବର୍ଗୀୟଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯିବ । ଏହାର ଜବାବ ଦେବାକୁ ଯାଇ ବିଜେପି ରାଷ୍ଟ୍ରୀୟ ମହାସଚିବ ଏପରି ପ୍ରତିକ୍ରିୟା ରଖିଛନ୍ତି।