ETV Bharat / bharat

'ଫିର ଏକ ବାର ମୋଦି ସରକାର' ନାରା ଦେଇ ଲଢେଇ କରିବ ବିଜେପି - slogan

ପୁଣିଥରେ କ୍ଷମତା ଫେରି ପାଇବା ପାଇଁ 'ଫିର ଏକ ବାର ମୋଦି ସରକାର'ର ନାରା ଦେଇଛି ବିଜେପି। ଦଳର ଥିମ ସଙ୍ଗ ଓ ନାରା ଲଞ୍ଚ ଅବସରରେ କେନ୍ଦ୍ରମନ୍ତ୍ରୀ ଅରୁଣ ଜେଟଲୀ, ପିୟୁଷ ଗୋଏଲଙ୍କ ସହିତ ଦଳର ଅନ୍ୟ ନେତାମାନେ ଉପସ୍ଥିତ ଥିଲେ ।

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ
author img

By

Published : Apr 7, 2019, 7:50 PM IST

ନୂଆଦିଲ୍ଲୀ: ବିଜେପି ୨୦୧୯ ଲୋକସଭା ନିର୍ବାଚନ ପାଇଁ ଜାରି କରିଛି ନୂଆ ନାରା ଓ ଥିମ ସଙ୍ଗ । ପୁଣିଥରେ କ୍ଷମତା ଫେରି ପାଇବା ପାଇଁ 'ଫିର ଏକ ବାର ମୋଦି ସରକାର'ର ନାରା ଦେଇଛି ଦଳ । ଦଳର ଥିମ ସଙ୍ଗ ଓ ନାରା ଲଞ୍ଚ ଅବସରରେ କେନ୍ଦ୍ରମନ୍ତ୍ରୀ ଅରୁଣ ଜେଟଲୀ, ପିୟୁଷ ଗୋଏଲଙ୍କ ସମେତ ଦଳର ଅନ୍ୟ ନେତାମାନେ ଉପସ୍ଥିତ ଥିଲେ ।

ବିଜେପିର ମୁଖ୍ୟ ଉଦ୍ଦେଶ୍ୟ ହେବ କାମ କରୁଥିବା ସରକାର, ଦ୍ବିତୀୟ ସଚ୍ଚୋଟ ସରକାର ଓ ତୃତୀୟ ହେଉଛି ବଡ ନିଷ୍ପତ୍ତି ନେଉଥିବା ସରକାର । 'ଅବକୀ ବାର ଫିର ମୋଦି ସରକାର' ଆମର ଟ୍ୟାଗ ଲାଇନ ହେବ । ରାଷ୍ଟ୍ରୀୟ ସୁରକ୍ଷା, ମହିଳା ସଶକ୍ତିକରଣ, ପ୍ରଧାନମନ୍ତ୍ରୀ କିସାନ ଯୋଜନା, କଳାଧନ ବିରୋଧରେ ଲଢେଇ ଓ ସାମାଜିକ ଯୋଜନା ଉପରେ ଧ୍ୟାନ କେନ୍ଦ୍ରିତ କରାଯିବ ବୋଲି ଅର୍ଥମନ୍ତ୍ରୀ ଜେଟଲୀ କହିଛନ୍ତି ।

ଏହାଛଡା ସେ କହିଛନ୍ତି ଯେ ଆମ ସରକାର ୫ ବର୍ଷରେ ଥରେ ହେଲେ ମଧ୍ୟ କର ବୃଦ୍ଧି କରି ନାହାନ୍ତି । ଆମ ସରକାର ମଧ୍ୟବର୍ଗଙ୍କୁ ବହୁତ ଆଶ୍ବସ୍ତି ଦେଇଛନ୍ତି । ଆମ ସରକାର କାମ କରିବାରେ ବିଶ୍ବାସ ରଖିଥାଏ । କଂଗ୍ରେସ ଚାହୁଁନି କେନ୍ଦ୍ରରେ ଦୃଢ ସରକାର ଆସୁ । କଂଗ୍ରେସ ୭୨ ବର୍ଷରେ କିଛି କରି ନାହିଁ ବୋଲି ଜେଟଲୀ କହିଛନ୍ତି ।

Intro:Body:

lasklkla

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.