ETV Bharat / bharat

ଧାରା 370କୁ ଉଚ୍ଛେଦ ପାଇଁ ଆଗତ ପ୍ରସ୍ତାବକୁ ବିଜେଡିର ସମର୍ଥନ

ଧାରା 370କୁ ଉଚ୍ଛେଦ ପାଇଁ ଆଗତ ପ୍ରସ୍ତାବକୁ ବିଜେଡିର ସମର୍ଥନ । ରାଜ୍ୟସଭାରେ ବିଜେଡି ସାଂସଦ ପ୍ରସନ୍ନ ଆଚାର୍ଯ୍ୟ ଏହାକୁ ସମର୍ଥନ କରିବା ସହ ପିଓକେ ମଧ୍ୟ ଭାରତର ଅଂଶ ହେଉ ବୋଲି ଦାବି ଉଠାଇଛନ୍ତି ।

ଫଟୋ ସୌଜନ୍ୟ: ରାଜ୍ୟସଭା ଟିଭି
author img

By

Published : Aug 5, 2019, 1:44 PM IST

ନୂଆଦିଲ୍ଲୀ: ଧାରା 370କୁ(ଧାରା 370(1)କୁ ଛାଡି) ଉଚ୍ଛେଦ ପାଇଁ ରାଜ୍ୟସଭାରେ ପ୍ରସ୍ତାବ ଆଗତ ହୋଇଛି । ବିଜେଡିର ଏହାକୁ ସମର୍ଥନ କରିବା ସହ ଆଉ ପାଦେ ଆଗେଇ ଯାଇ ପିଓକେ ମଧ୍ୟ ଭାରତର ଅଂଶ ହେଉ ଦାବି ଉଠାଇଛି ।

ଭିଡିଓ ସୌଜନ୍ୟ: ରାଜ୍ୟସଭା ଟିଭି

ଏହି ଆଲୋଚନାରେ ଭାଗ ନେଇ ବିଜେଡି ସାଂସଦ ପ୍ରସନ୍ନ ଆଚାର୍ଯ୍ୟ ବିଲ୍‌କୁ ସମର୍ଥନ କରିଛନ୍ତି । ଏହି ଅବସରରେ କେନ୍ଦ୍ରସରକାରଙ୍କୁ ଭୂରି ଭୂରି ପ୍ରଂଶସା ମଧ୍ୟ କରିଛନ୍ତି । ଭାରତମାତା ଆମ ପାଇଁ ସବୁକିଛି ଓ ଦେଶ ଆଗ ବୋଲି କହିବା ସହ ପିଓକେ ମଧ୍ୟ ଭାରତର ଅଂଶ ହେଉ ବୋଲି ପ୍ରସନ୍ନ କହିଛନ୍ତି । ଦେଶର ସାର୍ବଭୌମତ୍ବ ଓ ଅଖଣ୍ଡତା ଆମ ପାଇଁ ସର୍ବପ୍ରଥମ ବୋଲି ସେ ଦର୍ଶାଇଛନ୍ତି ।

Intro:Body:

prabhu

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.