ETV Bharat / bharat

ଦକ୍ଷତା ବିକାଶକୁ ନେଇ ଲୋକସଭାରେ ବିଜେଡି ସାଂସଦ ଭର୍ତ୍ତୃହରି ମହତାବଙ୍କ ପ୍ରଶ୍ନ

author img

By

Published : Feb 3, 2020, 12:13 PM IST

ଲୋକସଭାରେ ଦକ୍ଷତା ବିକାଶକୁ ନେଇ ପ୍ରଶ୍ନ ପଚାରିଛନ୍ତି ବିଜେଡି ସାଂସଦ ଭର୍ତ୍ତୃହରି ମହତାବ । ସେ 2015ରୁ ଯୁବକ ଓ ଯୁବତୀଙ୍କ ଦକ୍ଷତା ବିକାଶ ପାଇଁ ଆରମ୍ଭ ହୋଇଥିବା ଏନସିଭିଟି ଉପରେ ପ୍ରଶ୍ନ କରିଛନ୍ତି । ଅନେକ ସ୍ଥାନରେ ସଠିକ୍‌ ତଥା ଉତ୍ତମ ଶିକ୍ଷା ଦିଆଯାଉନଥିବା କିଛି ଖବରକାଗଜରେ ପ୍ରକାଶ ପାଉଥିବାରୁ ଏନେଇ ସେ ମନ୍ତ୍ରୀଙ୍କ ଠାରୁ ଉତ୍ତର ଆଶା କରିଛନ୍ତି ।

bjd mp bhartruhari mahtab
ଦକ୍ଷତା ବିକାଶକୁ ନେଇ ଲୋକସଭାରେ ବିଜେଡି ସାଂସଦ ଭର୍ତ୍ତୃହରି ମହତାବଙ୍କ ପ୍ରଶ୍ନ

ନୂଆଦିଲ୍ଲୀ: ଲୋକସଭାରେ ଦକ୍ଷତା ବିକାଶକୁ ନେଇ ପ୍ରଶ୍ନ ପଚାରିଛନ୍ତି ବିଜେଡି ସାଂସଦ ଭର୍ତ୍ତୃହରି ମହତାବ । ସେ 2015ରୁ ଯୁବକ ଓ ଯୁବତୀଙ୍କ ଦକ୍ଷତା ବିକାଶ ପାଇଁ ଆରମ୍ଭ ହୋଇଥିବା ଏନସିଭିଟି ଉପରେ ପ୍ରଶ୍ନ କରିଛନ୍ତି । ଅନେକ ସ୍ଥାନରେ ସଠିକ୍‌ ତଥା ଉତ୍ତମ ଶିକ୍ଷା ଦିଆଯାଉନଥିବା କିଛି ଖବରକାଗଜରେ ପ୍ରକାଶ ପାଉଥିବାରୁ ଏନେଇ ସେ ମନ୍ତ୍ରୀଙ୍କ ଠାରୁ ଉତ୍ତର ଆଶା କରିଛନ୍ତି ।

ଏହାସହ ପ୍ରଧାନମନ୍ତ୍ରୀ କୌଶଳ ବିକାଶ ଯୋଜନାର ଦ୍ବିତୀୟ ପର୍ଯ୍ୟାୟ ମାର୍ଚ୍ଚ 31 ତାରିଖରେ ଶେଷ ହେଉଥିବାରୁ ଏହାର ତୃତୀୟ ପର୍ଯ୍ୟାୟ ସରକାର କରିବେ କି ବୋଲି ସେ ପ୍ରଶ୍ନ କରିଛନ୍ତି । ତେବେ ଏନସିଭିଟି ଜରିଆରେ ଅନେକ ଯୁବକଯୁବତୀ ଦକ୍ଷତା ହାସଲ କରିଛନ୍ତି ଏବଂ ଯିଏ ଠକୁଛି ତା ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଉଥିବା ଦକ୍ଷତା ବିକାଶ ମନ୍ତ୍ରୀ ମହେନ୍ଦ୍ର ନାଥ ପାଣ୍ଡେ କହିଛନ୍ତି ।

ସେହିପରି ରାଜ୍ୟ ଗୁଡିକ ସହ ଆଲୋଚନା ସରିଛି ଓ ଏବାବଦରେ ନିଷ୍ପତ୍ତି ନିଆଯିବ ବୋଲି ପ୍ରଧାନମନ୍ତ୍ରୀ କୌଶଳ ବିକାଶ ଯୋଜନା ଉପରେ ମନ୍ତବ୍ୟ ଦେଇ ମନ୍ତ୍ରୀ କହିଛନ୍ତି ।

ସୌଜନ୍ୟ: ଲୋକସଭା ଟିଭି

Intro:Body:

BLANK FOR LINK

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.