ETV Bharat / bharat

ଆଜି ପଞ୍ଜାବ କେଶରୀଙ୍କ ଜନ୍ମ ଜୟନ୍ତୀ - pm-modi-pays-tribute-to-lala-lajpat-rai

ଆଜି ବିଶିଷ୍ଟ ସ୍ବାଧୀନତା ସଂଗ୍ରାମ ପଞ୍ଜାବ କେଶରୀ ଲାଲା ଲଜପତ ରାୟଙ୍କ ଜନ୍ମ ଜୟନ୍ତୀ। ଏହି ଅବସରରେ ପ୍ରଧାନମନ୍ତ୍ରୀ ଓ ଉପରାଷ୍ଟ୍ରପତି ତାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି। ଅଧିକ ଖବର ପଢନ୍ତୁ...

lala-lajpat
ଆଜି ପଞ୍ଜାବ କେଶରୀ ଲାଲା ଲଜପତ ରାୟଙ୍କ ଜନ୍ମ ଜୟନ୍ତୀ
author img

By

Published : Jan 28, 2020, 12:49 PM IST

ନୂଆଦିଲ୍ଲୀ: ଆଜି ବିଶିଷ୍ଟ ସ୍ବାଧୀନତା ସଂଗ୍ରାମୀ ପଞ୍ଜାବ କେଶରୀ ଲାଲା ଲଜପତ ରାୟଙ୍କ ଜନ୍ମ ଜୟନ୍ତୀ। ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁ ତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ଏହା ସହ ପିଏମ ମୋଦି ଟ୍ବିଟ କରି ଲେଖିଛନ୍ତି ‘ଲାଲା ଲଜପତ ରାୟଙ୍କ ନିର୍ଭୀକତା, ତ୍ରୁଟିଶୂନ୍ୟ ସଚ୍ଚୋଟତା ଏବଂ ଅନ୍ୟାୟ ବିରୁଦ୍ଧରେ ସଂଗ୍ରାମ ପାଇଁ ସେ ପ୍ରଶଂସାର ଯୋଗ୍ୟ ପାତ୍ର। ’

lala-lajpat
ଆଜି ପଞ୍ଜାବ କେଶରୀ ଲାଲା ଲଜପତ ରାୟଙ୍କ ଜନ୍ମ ଜୟନ୍ତୀ

ସେହିପରି ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁ ମଧ୍ୟ ଟ୍ବିଟ କରି ଲେଖିଛନ୍ତି, ‘ମୁଁ ପଞ୍ଜାବ କେଶରୀଙ୍କ ଜନ୍ମ ଜୟନ୍ତୀ ଅବସରରେ ତାଙ୍କୁ ସାଦରର ସହ ଶତ କୋଟି କୋଟି ପ୍ରଣାମ କରୁଛି। ଲାଲାଜୀ ଜଣେ ସମାଜ ସୁଧାରକ, ଲେଖକ ଓ ରାଷ୍ଟ୍ରବାଦୀ ବ୍ୟକ୍ତି ଥିଲେ। ସେ ଆଜିର ଯୁବ ସମାଜ ପାଇଁ ଏକ ମିସାଲ ସଦୃଶ। ’

ପଞ୍ଜାବ କେଶରୀ ଲାଲା ଲଜପତ ରାୟ 1865 ମସିହା ଜାନୁୟାରୀ 28ରେ ତତ୍କାଳୀନ ପଞ୍ଜାବର ମୋଙ୍ଗା ଜିଲ୍ଲାରେ ଜନ୍ମ ଗ୍ରହଣ କରିଥିଲେ। ଆର୍ଯ୍ୟ ସମାଜର ଦ୍ବାରା ପ୍ରଭାବିତ ଲାଲା ଲଜପତ ରାୟ ସମ୍ପୂର୍ଣ୍ଣ ଦେଶରେ ଏହାର ନୀତି ଆଦର୍ଶ ବିଷୟରେ ପ୍ରଚାର ପ୍ରସାର କରୁଥିଲେ। ପଞ୍ଜାବରେ ତାଙ୍କ ଅମର କାମ ପାଇଁ ତାଙ୍କୁ ପଞ୍ଜାବ କେଶରୀ ଉପାଧିରେ ସମ୍ମାନିତ କରାଯାଇଥିଲା।

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.