ETV Bharat / bharat

24 ପ୍ରତିଶତ ପ୍ରଦୂଷଣର କାରଣ ବାଇକ ଓ ସ୍କୁଟର: ସଫର - ବାଇକ ଓ ସ୍କୁଟରରୁ ବେଶି ପ୍ରଦୂଷିତ ହେଉଛି ଦିଲ୍ଲୀ

ଚଳିତଥର ମଧ୍ୟ ବାୟୂ ପ୍ରଦୂଷଣର କାରଣ 14 ପ୍ରତିଶତ ବାଇକ ଓ 10 ପ୍ରତିଶତ ସ୍କୁଟର ଦ୍ବାରା ହୋଇଥିବା ରିପୋର୍ଟରେ ଦାବି କରିଛି ସଫର ।

delhi
ପ୍ରଦୂଷିତ ଦିଲ୍ଲୀ
author img

By

Published : Dec 23, 2019, 10:58 AM IST

ନୂଆଦିଲ୍ଲୀ: ଦିଲ୍ଲୀରେ 24 ପ୍ରତିଶତ ପ୍ରଦୂଷଣର କାରଣ କେବଳ ବାଇକ ଓ ସ୍କୁଟର ଦ୍ବାରା ହୋଇଥାଏ । ଗତ ସମୀକ୍ଷାରେ ମଧ୍ୟ ଦିଲ୍ଲୀରେ 41 ପ୍ରତିଶତ ପ୍ରଦୂଷଣ ଟ୍ରାନ୍ସପ୍ରୋଟେସନ ଯୋଗୁଁ ହୋଇଥିବା ଜଣାପଡିଛି ।

ସଫର ଦ୍ବାରା ଦିଆଯାଇଥିବା ରିପୋର୍ଟ ମୁତାବକ ଚଳିତଥର ମଧ୍ୟ ପ୍ରଦୂଷଣର କାରଣ 14 ପ୍ରତିଶତ ବାଇକ ଓ 10 ପ୍ରତିଶତ ସ୍କୁଟର ଦ୍ବାରା ହୋଇଛି । ଏହା ବ୍ୟତିତ ଟ୍ରକ ଓ ବସ ଦ୍ବାରା ପ୍ରଦୂଷଣ 20-20 ପ୍ରତିଶତ ରହିଛି। ଅଟୋ ଆଉ କାର ମଧ୍ୟ ଦିଲ୍ଲୀକୁ ବହୁ ପ୍ରଦୂଷିତ କରୁଛନ୍ତି ।

ସଫରର ପ୍ରୋଜେକ୍ଟ ଡାଇରେକ୍ଟର ଗୁଫରାନା ବେଗଙ୍କ କହିବାନୁସାରେ, ସ୍କୁଟର ଓ ବାଇକରୁ ବାହାରୁଥିବା ପ୍ରଦୂଷଣ କାରଣ ହେଉଛି ମେଣ୍ଟେନାନ୍ସର ଅଭାବ । ଯେଭଳି ଭାବେ ଟ୍ରକ ଉପରେ ରୋକ ଲଗାଯାଇଛି । ସେହିଭଳି ଭାବେ ବାଇକ ଉପରେ ମଧ୍ୟ କିଛି ପଦକ୍ଷେପ ନେବା ଉଚିତ । ତେବେ ସାଧାରଣ ଭାବେ ଜଣାଯାଇଥାଏ ଯେ, ବାଇକ ଓ ସ୍କୁଟର ପେଟ୍ରୋଲରେ ଚାଳିତ ତେଣୁ ଏଥିରେ ଅତ୍ୟଧିକ ପ୍ରଦୂଷଣ ହୋଇନଥାଏ । କିନ୍ତୁ ଏହା ଭୁଲ ପ୍ରମାଣିତ ହୋଇଛି ।

ଏହି ରିପୋର୍ଟରେ ଦେଖାଯାଇଛି ଯେ, 2015 ପରଠାରୁ ରାଜଧାନୀରେ ବାର୍ଷିକ ପିଏମ 2.5 ସଂଖ୍ୟା କମ ହେବାରେ ଲାଗିଛି । ସାଧାରଣତଃ 2019ରେ ଏହି ନମ୍ବର 92 ପର୍ଯ୍ୟନ୍ତ ରହିଛି । କିନ୍ତୁ ଏହା 40 ପର୍ଯ୍ୟନ୍ତ ରହିବା ଦରକାର ଥିବାବେଳେ ଏହା 2 ଗୁଣ ବୃଦ୍ଧି ପାଉଛି । ସଫର ରିସର୍ଚ୍ଚରେ ଦାବି କରାଯାଇଛି ଯେ, ପୁରା ବର୍ଷରେ ଦିଲ୍ଲୀକୁ ପ୍ରାୟ 48 ଦିନ ସାମାନ୍ୟ ସ୍ତରର ବାୟୁ ମିଳିଥାଏ । ଯଦି ଶୀତଦିନ କଥା ଦେଖାଯାଏ ତାହା କେବଳ ଦିଲ୍ଲୀବାସୀଙ୍କୁ 4 ପ୍ରତିଶତ ସ୍ବଚ୍ଛ ବାୟୁ ମିଳିଥାଏ ।

Intro:Body:

blank

Conclusion:

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.