ETV Bharat / bharat

ବିଧାୟକଙ୍କ ଗାଡିରୁ ଲାପଟପ୍ ଲୁଟ, ତଦନ୍ତ ଜାରି - Raghav Chadha

ଆପ ବିଧାୟକ ରାଘବ ଚଡ୍ଡାଙ୍କ କାର କାଚ ଭାଙ୍ଗି ଲାପଟପ ଚୋରି କଲେ ଦୁର୍ବୃତ୍ତ ।

Bike-borne men smash AAP MLA Raghav Chadha's car window
ବିଧାୟକଙ୍କ ଗାଡିରୁ ଚୋରି
author img

By

Published : Sep 30, 2020, 1:47 PM IST

ନୂଆଦିଲ୍ଲୀ: ଆପ ବିଧାୟକ ରାଘବ ଚଡ୍ଡାଙ୍କ ଗାଡିରୁ ଚୋରି । ବାଇକରେ ଥିଲେ ଦୁଇ ଦୁର୍ବୃତ୍ତ ।

ଘର ବାହାରେ ଗାଡି ଥିବା ସମୟରେ ଦୁଇ ବାଇକ ଚାଳକ ଆସି ଗାଡି ଝରକା କାଚ ଭାଙ୍ଗି ଗାଡିରୁ ଲାପଟପ ଚୋରି କରିଛନ୍ତି । ତେବେ ଏନେଇ ପୋଲିସ ତଦନ୍ତ ଜାରି ରଖିଛି ।

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.