ETV Bharat / bharat

ବିହାରରେ ବନ୍ୟା ସ୍ଥିତି ଉତ୍କଟ, 81 ଲକ୍ଷ ପ୍ରଭାବିତ

author img

By

Published : Aug 17, 2020, 6:15 AM IST

ବିହାରରେ ବନ୍ୟା ଯୋଗୁଁ ରାଜ୍ୟର 16ଟି ଜିଲ୍ଲାର ପାଖାପାଖି 81.44 ଲକ୍ଷରୁ ଅଧିକ ଲୋକ ପ୍ରଭାବିତ । ଅଧିକ ପଢନ୍ତୁ...

ବିହାରରେ ବନ୍ୟା ସ୍ଥିତି ଉତ୍କଟ, 81 ଲକ୍ଷ ପ୍ରଭାବିତ

ପାଟନା: ମହାମାରୀ କୋରୋନା ସଙ୍କଟ ସମୟରେ ବିହାରରେ ଉତ୍କଟ ରହିଛି ବନ୍ୟା ସ୍ଥିତି । ବନ୍ୟା ଯୋଗୁଁ ରାଜ୍ୟର 16ଟି ଜିଲ୍ଲାର ପାଖାପାଖି 81.44 ଲକ୍ଷରୁ ଅଧିକ ଲୋକ ପ୍ରଭାବିତ ହୋଇଥିବା ନେଇ ରାଜ୍ୟ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ସୂଚନା ମିଳିଛି ।

ରାଜ୍ୟ ସରକାରଙ୍କ କହିବା ଅନୁସାରେ, ବନ୍ୟାରେ ପ୍ରଭାବିତ ଜିଲ୍ଲାଗୁଡିକୁ 33ଟି ଏନଡିଆରଏଫ ଏବଂ ଏସଡିଆରଏଫ ଟିମ୍ ନିୟୋଜିତ କରାଯାଇଛି । ଅନ୍ୟପକ୍ଷେ ଏହି ବନ୍ୟା ପ୍ରଭାବରେ ରାଜ୍ୟରେ 25ରୁ ଉର୍ଦ୍ଧ୍ବ ଲୋକଙ୍କ ମୃତ୍ୟୁ ହୋଇଥିବା ନେଇ ମଧ୍ୟ ଜଣାପଡିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.