ETV Bharat / bharat

ବିହାର ବନ୍ୟା, ମୃତ୍ୟୁ ସଂଖ୍ୟା 21କୁ ବୃଦ୍ଧି

author img

By

Published : Aug 7, 2020, 11:50 AM IST

ବିହାରରେ ବନ୍ୟା ସ୍ଥିତି ସଙ୍ଗୀନ ରୂପ ଧାରଣ କରୁଛି । ବନ୍ୟାରେ ପ୍ରାୟ 69,03,640 ଲୋକ ପ୍ରଭାବିତ ହୋଇଥିବାବେଳେ ମୃତ୍ୟୁ ସଂଖ୍ୟା 21କୁ ବୃଦ୍ଧି ପାଇଛି ।

flood
ବିହାର ବନ୍ୟା ମୃତ୍ୟୁ ସଂଖ୍ୟା 21କୁ ବୃଦ୍ଧି

ପାଟନା: ବିହାରରେ ବନ୍ୟା ସ୍ଥିତି ସଙ୍ଗୀନ ରୂପ ଧାରଣ କରୁଛି । ବନ୍ୟାରେ ପ୍ରାୟ 69,03,640 ଲୋକ ପ୍ରଭାବିତ ହୋଇଥିବାବେଳେ ମୃତ୍ୟୁ ସଂଖ୍ୟା 21କୁ ବୃଦ୍ଧି ପାଇଛି ।

ରାଜ୍ୟ ସରକାରଙ୍କ କହିବା ଅନୁସାରେ, ବନ୍ୟାରେ ପ୍ରଭାବିତ ଜିଲ୍ଲାଗୁଡିକୁ 33ଟି ଏନଡିଆରଏଫ ଏବଂ ଏସଡିଆରଏଫ ଟିମ୍ ନିୟୋଜିତ କରାଯାଇଛି । ଗୁରୁବାର ରାଜ୍ୟ ସରକାରଙ୍କ ଦ୍ୱାରା

ପ୍ରକାଶିତ ତଥ୍ୟ ଅନୁଯାୟୀ, ବିଭିନ୍ନ ଜିଲ୍ଲାରେ 8ଟି ରିଲିଫ୍ କ୍ୟାମ୍ପ୍ ସ୍ଥାପନ କରାଯାଇ ଥିବାବେଳେ 1402 କମ୍ୟୁନିଟି କିଚେନ ମଧ୍ୟ କାର୍ଯ୍ୟକ୍ଷମ ହୋଇଛି। ବର୍ତ୍ତମାନ ପରିସ୍ଥିତିରେ 12239 ରିଲିଫ କ୍ୟାମ୍ପରେ ଆଶ୍ରୟ ନେଉଛନ୍ତି। ଏହାଛଡା ବନ୍ୟା ଯୋଗୁଁ ଏପର୍ଯ୍ୟନ୍ତ ରାଜ୍ୟରେ 23 ପ୍ରାଣୀଙ୍କର ମୃତ୍ୟୁ ଘଟିଛି। ଏହାପୂର୍ବରୁ ବିହାର ମୁଖ୍ୟମନ୍ତ୍ରୀ ନିତିଶ କୁମାର ବିମାନ ଯୋଗେ ରାଜ୍ୟର ବନ୍ୟା ପ୍ରଭାବିତ ଅଞ୍ଚଳ ସର୍ଭେ କରିଥିଲେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.