ETV Bharat / bharat

ଗୁଜୁରାଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା: ଟ୍ୟାଙ୍କରକୁ ପିଟିଲା ବସ, 3 ମୃତ - 3 died in bus accident

ଗୁଜୁରାଟ ଲୁୱାରାର ବାହରୁଚସ୍ଥିତ ଏନଏଚ 48ରେ ଏକ ଟ୍ୟାଙ୍କର ସହ ଅନ୍ୟ ଏକ ବସ ପିଟି ହେବାରୁ 3 ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ 10ରୁ ଉର୍ଦ୍ଧ୍ବ ଆହତ ହୋଇଛନ୍ତି। ଅଧିକ ପଢନ୍ତୁ...

3 died in bus accident
ଗୁଜୁରାଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା: ଟ୍ୟାଙ୍କରକୁ ପିଟିଲା ବସ, 3 ମୃତ
author img

By

Published : Jan 20, 2020, 12:45 PM IST

ଗାନ୍ଧୀନଗର: ଏକ ଟ୍ୟାଙ୍କର ସହ, ଅନ୍ୟ ଏକ ବସ ପିଟି ହେବାରୁ ଘଟଣାସ୍ଥଳରେ 3 ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ, 10ରୁ ଊର୍ଦ୍ଧ୍ ଗୁରୁତର ହୋଇଛନ୍ତି। ଏହି ଦୁର୍ଘଟଣା ଘଟିଛି ଗୁଜୁରାଟର ଲୁୱାରା ନିକଟସ୍ଥ ବାହରୁଚସ୍ଥିତ 48ନଂ ଜାତୀୟ ରାଜପଥରେ। ଗତକାଲି ବିଳମ୍ବିତ ରାତିରେ ଏହି ବସଟି ଭଦୋଦରା ଯାଉଥିବା ବେଳେ ଓଭରଟେକ କରିବା ସମୟରେ ଭାରସାମ୍ୟ ହରାଇ ଟ୍ୟାଙ୍କରଙ୍କ ସହ ଧକ୍କା ହୋଇଥିଲା।

ଗୁଜୁରାଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା: ଟ୍ୟାଙ୍କରକୁ ପିଟିଲା ବସ, 3 ମୃତ

ଯାହା ଫଳରେ ବସର ସାମ୍ନା ଭାଗ ସମ୍ପୂର୍ଣ୍ଣ ଭାବେ ଭାଙ୍ଗି ରୁଜି ଚୁରମାର ହୋଇ ଯାଇଥିଲା। ଏହି ଦୁର୍ଘଟଣା ଘଟିବା ପରେ ତତକ୍ଷଣାତ ଆମ୍ବୁଲାନ୍ସ ଯୋଗେ ଆହତଙ୍କୁ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଚିକିତ୍ସାଧିନ ଅବସ୍ଥାରେ 3 ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି। ପୋଲିସ ଘଟଣାସ୍ଥଳରେ ପହଞ୍ଚି ଏହାର ତଦନ୍ତ କରୁଛି।

Intro:ભરૂચ નજીક હાઇવે પર માર્ગ અકસ્માતમાં 3ના મોત,10થી વધુને ઇજા

-લકઝરી બસ અને ટેન્કર વચ્ચે સર્જાયો અકસ્માત

-રવિરાજ ટ્રાવેલ્સની બસને નડ્યો અકસ્માત
Body:
નેશનલ હાઇવે 48 ઉપર લુવારા નજીક ટેન્કર અને લકઝરી બસ વચ્ચે અકસ્માતમાં બસમાં સવાર 3 લોકોના મોત નિપજ્યા હતા જયારે 15થી વધુ લોકોને સારવાર માટે હોસ્પિટલ ખસેડાયા હતાConclusion:મોડી રાતે વડોદરા તરફ જતી રવિરાજ ટ્રાવેલ્સની લકઝરી બસના ચાલકનો ઓવરટેક કરતીવેળા કાબુ ગુમાવતા બસ આગળ દોડતા ટેન્કર સાથે ટકરાઈ હતી.બે વાહનો વચ્ચે ટક્કર એટલી જબરદસ્ત હતી કે ટેન્કર પલ્ટી ગયું હતું અને બસનો આગળનો હિસ્સો ચિરાઈ ગયો હતો. ઘટનાનો કોલ મળતા પાલેજ થી ભરૂચ સુધીના તમામ લોકેશનની એમ્બ્યુલન્સ ઘટનાસ્થળ તરફ રવાના કરાઈ હતી અને 15થી વધુ ઇજાગ્રસ્તોને સિવિલ હોસ્પિટલ ખસેડાયા હતા . વહેલી સવારે 3 ઈજાગ્રસ્તના સારવાર દરમ્યાન મોત નિપજ્યા હતા. બનાવ સંદર્ભે નબીપુર પોલીસે તાપસ હાથ ધરી છે

બાઈટ
મગનભાઈ - ઈજાગ્રસ્ત મુસાફર
યોગેશભાઈ-ઇ.એ.ટી.108 એમ્બ્યુલન્સ સેવા
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.