ETV Bharat / bharat

ବିହାର ନିର୍ବାଚନ: 121 ସିଟ୍ ତାଲିକା ଜାରି କଲା ବିଜେପି

author img

By

Published : Oct 6, 2020, 9:08 PM IST

Updated : Oct 6, 2020, 9:22 PM IST

243 ଆସନ ବିଶିଷ୍ଟ ବିହାର ବିଧାନସଭା ନିର୍ବାଚନରେ ବିଜେପିକୁ ମିଳିଛି 121ଟି ଆସନ । ଆସନ ବଣ୍ଟନର ଘୋଷଣା ପରେ 121 ସିଟ୍ ତାଲିକା ଜାରି କରିଛି ଦଳ । ଅଧିକ ପଢନ୍ତୁ...

ବିହାର ନିର୍ବାଚନ: 121 ସିଟ୍ ତାଲିକା ଜାରି ବିଜେପି

ପାଟନା: ବିହାର ନିର୍ବାଚନ ପାଇଁ ଭାଗବାଣ୍ଟ ହୋଇସାରିଛି ଆସନ । 243 ଆସନ ବିଶିଷ୍ଟ ବିହାର ବିଧାନସଭା ନିର୍ବାଚନରେ ବିଜେପିକୁ ମିଳିଛି 121ଟି ଆସନ । ଆସନ ବଣ୍ଟନର ଘୋଷଣା ପରେ 121 ସିଟର ତାଲିକା ଜାରି କରିଛି ବିଜେପି ।

ବିହାର ନିର୍ବାଚନ: 121 ସିଟ୍ ତାଲିକା ଜାରି କଲା ବିଜେପି
ବିହାର ନିର୍ବାଚନ: 121 ସିଟ୍ ତାଲିକା ଜାରି କଲା ବିଜେପି
ବିହାର ନିର୍ବାଚନ: 121 ସିଟ୍ ତାଲିକା ଜାରି ବିଜେପି
ବିହାର ନିର୍ବାଚନ: 121 ସିଟ୍ ତାଲିକା ଜାରି ବିଜେପି

ବିଜେପି ନିଜ ପକ୍ଷରୁ ମୁକେଶ ସାହାଣୀଙ୍କ ବିକାଶଶୀଳ ଇନସାନ ପାର୍ଟିକୁ 9ଟି ଆସନ ଦେବ । ଏହିପରି ଭାବରେ ବଳକା 112 ଟି ଆସନରେ ଲଢିବ ବିଜେପି ।

ମଙ୍ଗଳବାର ହୋଇଥିବା ସାମ୍ବାଦିକ ସମ୍ମିଳନୀରେ ବିଜେପି ରାଜ୍ୟ ସଭାପତି ସଞ୍ଜୟ ଜୈସୱାଲ କହିଥିଲେ ଯେ ନିତିଶ କୁମାରଙ୍କ ନେତୃତ୍ବରେ ବିଜେପି ନିର୍ବାଚନରେ ​​ପ୍ରତିଦ୍ବନ୍ଦିତା କରିବ ଏବଂ ସରକାର ଗଠନ କରିବ ।

Last Updated : Oct 6, 2020, 9:22 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.