ETV Bharat / bharat

'ଜୋକର' ଠୁ ରୁହନ୍ତୁ ସାବଧାନ, ନଚେତ ବ୍ୟାଙ୍କ ଆକାଉଣ୍ଟ ହେବ ହ୍ୟାକ୍‌! - Joker

ଜୋକର ନାଁରେ ଏକ ମାଲଓୟର ମୋବାଇଲ ଓ କମ୍ପ୍ୟୁଟରକୁ ଆସୁଥିବା ମହାରାଷ୍ଟ୍ର ସାଇବର ବିଭାଗର ଯାଞ୍ଚ ସମୟରେ ଦୃଷ୍ଟିକୁ ଆସିଛି । ଓଟିପି ପଠାଇ କରାଯାଉଛି ବ୍ୟାଙ୍କ୍‌ ଆକାଉଣ୍ଟ ହ୍ୟାକ । ଅଧିକ ପଢନ୍ତୁ...

'ଜୋକର' ଠୁ ରୁହନ୍ତୁ ସାବଧାନ, ନଚେତ ଆପଣଙ୍କର ବ୍ୟାଙ୍କ ଆକାଉଣ୍ଟ ହୋଇଯିବ ହ୍ୟାକ୍‌!

author img

By

Published : Jul 24, 2020, 10:46 PM IST

ମୁମ୍ବାଇ: ବର୍ତ୍ତମାନ ସମୟରେ ଅନଲାଇନ ନେଣଦେଣ ପ୍ରକ୍ରିୟାରେ ବ୍ୟାପକ ବୃଦ୍ଧି ଘଟିଛି । ମହାମାରୀ କୋରୋନା କାରଣରୁ ନନେକ ଲୋକ ବିଭିନ୍ନ ଅତ୍ୟାବଶ୍ୟକୀୟ ଜିନିଷ କଣିବା ପାଇଁ ଇ-କମର୍ସ ପ୍ଲାଟଫର୍ମର ବ୍ୟବହାର କରୁଛନ୍ତି । ତେବେ ଏହି ସମୟରେ ଜୋକର ନାଁରେ ଏକ ମାଲଓୟର ମୋବାଇଲ ଓ କମ୍ପ୍ୟୁଟରକୁ ଆସୁଥିବା ମହାରାଷ୍ଟ୍ର ସାଇବର ବିଭାଗର ଯାଞ୍ଚ ସମୟରେ ଦୃଷ୍ଟିକୁ ଆସିଛି ।

'ଜୋକର' ଠୁ ରୁହନ୍ତୁ ସାବଧାନ, ନଚେତ ଆପଣଙ୍କର ବ୍ୟାଙ୍କ ଆକାଉଣ୍ଟ ହୋଇଯିବ ହ୍ୟାକ୍‌!
'ଜୋକର' ଠୁ ରୁହନ୍ତୁ ସାବଧାନ, ନଚେତ ଆପଣଙ୍କର ବ୍ୟାଙ୍କ ଆକାଉଣ୍ଟ ହୋଇଯିବ ହ୍ୟାକ୍‌!

ଜୋକର ନାଁରେ ଏହି ମାଲଓୟର ମୋବାଇଲ କିମ୍ବା କମ୍ପୁଟରରେ ବ୍ୟାଙ୍କିଂ କାରବାରବାର ସମୟରେ ୟୁଜରଙ୍କ ଠାରୁ ସେମାନଙ୍କ ଡାଟା ଚୋରି କରୁଥିବା ସୂଚନା ଦେଇଛନ୍ତି ମହାରାଷ୍ଟ୍ର ସାଇବର ବିଭାଗର ମୁଖ୍ୟ ଯଶସ୍ବୀ ଯାଦବ । ଏହା ଏକ ସାଇବର ଅପରାଧ ବୋଲି ସେ କହିଛନ୍ତି ।

ଏହି ମାଲଓୟର ଆପଣଙ୍କ ଅଜାଣତରେ ମୋବାଇଲ କିମ୍ବା କମ୍ପୁଟରକୁ ପ୍ରବେଶ କରି ଅନଲାଇନ ଟ୍ରାନଜାକ୍ସନର ସମସ୍ତ ତଥ୍ୟ ଚୋରି କରିନିଏ । ଆପଣଙ୍କ ଫୋନକୁ ଆସୁଥିବା ଓଟିପି ଆଖିପିଛୁଳାକେ ବ୍ୟାଙ୍କ୍‌ ଆକାଉଣ୍ଟରୁ ଟଙ୍କା ଗାଏବ କରିନେଇପାରେ ବୋଲି ଯଶସ୍ବୀ ଯାଦବ କହିଛନ୍ତି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.