ETV Bharat / bharat

ତେଲେଙ୍ଗାନାରେ ବଟୁକମ୍ମା ପର୍ବ ପାଳିତ - ବଟୁକମ୍ମା ପର୍ବ

ତେଲେଙ୍ଗାନାର ପ୍ରସିଦ୍ଧ ପର୍ବ ବଟୁକମ୍ମା ପାଳିତ । ମହିଳା ଓ ଶିଶୁମାନେ ନୂଆ ପୋଷାକ ପିନ୍ଧି କୋଭିଡ ନିୟମକୁ ମାନି ପାଳନ କରୁଛନ୍ତି ବଟୁକମ୍ମା ପର୍ବ । ଅଧିକ ପଢନ୍ତୁ...

ତେଲେଙ୍ଗାନାରେ ବଟୁକମ୍ମା ପର୍ବ ପାଳିତ
ତେଲେଙ୍ଗାନାରେ ବଟୁକମ୍ମା ପର୍ବ ପାଳିତ
author img

By

Published : Oct 24, 2020, 10:54 PM IST

ହାଇଦ୍ରାବାଦ: ତେଲେଙ୍ଗାନାର ପ୍ରସିଦ୍ଧ ପର୍ବ ବଟୁକମ୍ମା ବେଶ୍ ଧୁମ୍ ଧାମରେ ପାଳନ କରାଯାଉଛି । ମହିଳା ଏବଂ ପିଲାମାନେ ନୂଆ ପୋଷାକ ପିନ୍ଧି ବଟୁକମ୍ମାକୁ ବିଭିନ୍ନ ଫୁଲରେ ସଜାଇ “ଉୟାଲୋ ଗୀତ” ଗାଇ ଉତ୍ସବ ପାଳନ କରିଛନ୍ତି ।

ତେଲେଙ୍ଗାନାରେ ବଟୁକମ୍ମା ପର୍ବ ପାଳିତ

ତେଲଙ୍ଗାନା ସରକାରଙ୍କ ତରଫରୁ ହାଇଦ୍ରାବାଦ ରବିନ୍ଦ୍ରଭାରତୀରେ ବଟୁକମ୍ମା ପାଳନ କରାଯାଇଛି । ତେଲେଙ୍ଗାନାର ସଂସ୍କୃତି ମନ୍ତ୍ରୀ ଶ୍ରୀନିବାସ ଗୌଡ ଏହି ଉତ୍ସବରେ ଅଂଶଗ୍ରହଣ କରି କୋଭିଡ କଟକଣାକୁ ଅନୁସରଣ କରି ଉତ୍ସବ ପାଳନ କରିବାକୁ ଲୋକମାନଙ୍କୁ ପରାମର୍ଶ ଦେଇଥିଲେ ।

ୱାରଙ୍ଗାଲ୍ ଏବଂ ହାନାମକୋଣ୍ଡସ୍ ସହରରେ ମହିଳା ଓ ଶିଶୁମାନେ ଗୀତଗାଇ ବଟୁକମ୍ମା ପର୍ବ ପାଳନ କରିଛନ୍ତି । କାମାମ ଜିଲ୍ଲା ଭାଇଚାରାରେ ରଙ୍ଗୀନ ଆଲୋକରେ ସଜ୍ଜିତ କରାଯାଇଥିଲା |

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.