ETV Bharat / bharat

କାଶ୍ମୀରରେ ଉଡ଼ିବ ୟୁଏଭି ଡ୍ରୋନ - କାଶ୍ମୀରରେ ଉଡ଼ିବ ୟୁଏଭି ଡ୍ରୋନ

ଏଣିକି ଆତଙ୍କବାଦୀଙ୍କୁ ଉପରେ ନଜର ରଖିବା ଡ୍ରୋନ । କାଶ୍ମୀରରେ ଉଡ଼ିବ ୟୁଏଭି ଡ୍ରୋନ। ଏହି ଡ୍ରୋନକୁ ଏବେ ଛତିଶଗଡ଼ର ମାଓ ପ୍ରବଣ ଅଞ୍ଚଳରେ ମୃତୟନ ହୋଇଥିବା ଯବାନ ବ୍ୟବହାର କରୁଛନ୍ତି।

ଫଟୋ ସୌଜନ୍ୟ: ଇଟିଭି ଭାରତ ବ୍ୟୁରୋ
author img

By

Published : Aug 5, 2019, 2:10 PM IST

ରାୟପୁର: ଏଣିକି ଆତଙ୍କବାଦୀଙ୍କ ପ୍ରତିଟି ଗତିବିଧି ଉପରେ ନଜର ରଖିବ ତୀକ୍ଷ୍ନ ତଥା ଉନ୍ନତ ଟେକ୍ନଲୋଜିରେ ପ୍ରସ୍ତୁତ ଡ୍ରୋନ । କାଶ୍ମୀରରେ ଉଡ଼ିବ ୟୁଏଭି ଡ୍ରୋନ । ଏହି ଡ୍ରୋନକୁ ଏବେ ଛତିଶଗଡର ନକ୍ସଲ ପ୍ରଭାବିତ ଜିଲ୍ଲାରେ ମୁତୟନ ହୋଇଥିବା ଯବାନ ବ୍ୟବହାର କରୁଛନ୍ତି ।

ତେବେ କାଶ୍ମୀରରେ ଦିନକୁ ଦିନ ବିଗୁଡ଼ୁଥିବା ପରିସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ସେଠାର ଯବାନଙ୍କୁ ନିୟୋଜିତ କରାଯାଉଛି । ଦେଶର କୋଣ ଅନୁକୋଣରୁ ଏହି ଯବାନଙ୍କୁ ସେଠାକୁ ପଠାଯାଉଛି । ମାତ୍ର ଯବାନ କେବଳ ସ୍ଥଳଭାଗରେ ରହି ସୁରକ୍ଷା ବ୍ୟବସ୍ଥାର ତଦାରଖ କରୁଛନ୍ତି।

ମାତ୍ର ଏହି ଡ୍ରୋନ ଏବେ ଆକାଶ ପଥରୁ ମଧ୍ୟ ସୁରକ୍ଷା କାର୍ଯ୍ୟକୁ ତଦାରଖ କରିବ । ଆତଙ୍କବାଦୀଙ୍କ ପ୍ରତିଟି ଗତିବିଧି ଉପରେ ନଜର ରଖିବ। ସେମାନଙ୍କର ବିଭିନ୍ନ ଗତିବିଧି ସମ୍ପର୍କିତ ତଥ୍ୟ ଯବାନ ଓ ସୁରକ୍ଷା କର୍ମଚାରୀଙ୍କୁ ପ୍ରଦାନ କରିବ। ବର୍ତ୍ତମାନ ପରିସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ଯବାନଙ୍କ ସହିତ ଏହି ଯୁଏଭି ଡ୍ରୋନଙ୍କୁ ମଧ୍ୟ ପଠାଯାଇଛି ।

Intro:Body:

prabhu

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.