ETV Bharat / bharat

ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ, ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି - 5 years old girl raped

ଅଗଷ୍ଟ 11 ତାରିଖ ସନ୍ଧ୍ୟାରେ ଜଣେ 5 ବର୍ଷର ନାବାଳିକାକୁ ଦୁଷ୍କର୍ମ ପରେ ତାର ଅବସ୍ଥା ଅତି ଗୁରୁତର ରହିଛି । ତାକୁ ପ୍ରଥମେ ବାରାନ ଜିଲ୍ଲା ମେଡିକାଲ ଓ ପରେ କୋଟାର ଜେକେ ହସ୍ପିଟାଲକୁ ପଠାଇ ଦିଆଯାଇଛି । ଅଧିକ ପଢନ୍ତୁ...

ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ, ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି

author img

By

Published : Aug 13, 2020, 11:49 AM IST

ଜୟପୁର: ରାଜସ୍ଥାନର ବାରନ ଜିଲ୍ଲା ଶାହାବାଦ ତହସିଲ ଅନ୍ତର୍ଗତ ରାଜପୁର ବୈଠା ଗାଁର ଜଣେ 5 ବର୍ଷୀୟ ନିରୀହ ଝିଅ ସହିତ ଦୁଷ୍କର୍ମ ମାମଲା ସାମ୍ନାକୁ ଆସିଛି। ଶିଶୁଟିର ସ୍ୱାସ୍ଥ୍ୟ ଅବସ୍ଥା ବିଗିଡି ଯିବାରୁ ପରିବାର ଲୋକେ ଜେକେ ଲୋନ ହସ୍ପିଟାଲରେ ଭର୍ତ୍ତି କରିଛନ୍ତି। ଯେଉଁଠାରେ ତାଙ୍କୁ ପେଡିଆଟ୍ରିକ ଇନସେଣ୍ଟିଭ କେୟାର ସେଣ୍ଟରରେ ଭର୍ତ୍ତି କରାଯାଇଛି। ତେବେ ଝିଅଟି ଗୁରୁତର ଥିବା ଡାକ୍ତର କହିଛନ୍ତି ।

ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ, ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି
ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ, ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି

ଖବରମୁତାବକ, ଅଗଷ୍ଟ 11 ତାରିଖ ସନ୍ଧ୍ୟାରେ ଝିଅଟି ଗାଁରେ ଖେଳିବାକୁ ଯାଇଥିଲା। ଯେଉଁଠାରେ ଗାଁର ଜଣେ ଯୁବକ ଝିଅଟିକୁ ଉଠାଇ ନେଇ ତା ସହ ଦୁଷ୍କର୍ମ କରିଥିଲା। ଏହାପରେ ତାର ସ୍ୱାସ୍ଥ୍ୟବସ୍ଥା ବିଗିଡି ଯାଇଥିଲା। ଏସମ୍ପର୍କରେ ପୋଲିସକୁ ସୂଚନା ଦିଆଯାଇଥିଲା । ଏହା ପରେ ତାକୁ ବାରନ ଜିଲ୍ଲା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା ଏବଂ ସେଠାରେ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଖରାପ ହେବାପରେ କୋଟାର ଜେକେ ହସ୍ପିଟାଲକୁ ରେଫର କରାଯାଇଥିଲା। ବୁଧବାର ଡାକ୍ତରମାନେ ଝିଅଟିର ଉପରେ ଅସ୍ତ୍ରୋପଚାର କରିଥିଲେ। ଆହୁରି ଦୁଇଟି ଅସ୍ତ୍ରୋପଚାର କରିବାକୁ ମଧ୍ୟ କୁହାଯାଇଛି। ଏନେଇ ଜିଲ୍ଲାର ଶାହାବାଦ ପୋଲିସ ଷ୍ଟେସନ ମଧ୍ୟ ଏହି ମାମଲାରେ ପକ୍ସୋ ଆକ୍ଟ ଅନୁଯାୟୀ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.