ETV Bharat / bharat

ମହିଳାଙ୍କୁ ସୁରକ୍ଷା ଦେବ 'ସକଲେଟ' - ମହିଳାଙ୍କୁ ସୁରକ୍ଷା ଦେବ 'ସକଲେଟ

ମହିଳାଙ୍କ ସୁରକ୍ଷା ପାଇଁ ନୂଆ ଉଦ୍ଭାବନ । ପାଟନାର ଜଣେ ଯୁବକ ନାରୀ ସୁରକ୍ଷା ପାଇଁ ଏକ ଡିଭାଇସର ଉଦ୍ଭାବନ କରିଛନ୍ତି । ଅଧିକ ପଢନ୍ତୁ...

Bangles
ମହିଳାଙ୍କୁ ସୁରକ୍ଷା ଦେବ 'ସକଲେଟ'
author img

By

Published : Dec 8, 2019, 3:54 PM IST

ପାଟନା: ଦିନକୁ ଦିନ ଦେଶରେ ମହିଳା ବିରୋଧି ହିଂସା ବଢିବାରେ ଲାଗିଛି। ଯୁବତୀ, ନାବାଳିକା ଓ ମହିଳାଙ୍କ ପ୍ରତି ହେଉଥିବା ନିର୍ଯାତନା ବୃଦ୍ଧି ପାଇବାରେ ଲାଗିଛି। ଯାହାକୁ ନେଇ ନାରୀ ସୁରକ୍ଷା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଏହାକୁ ଦୃଷ୍ଟିରେ ରଖି ବିହାରର ରାଜଧାନୀ ପାଟନାର ଜଣେ ଯୁବକ ମହିଳାଙ୍କ ସୁରକ୍ଷା ପାଇଁ ଏକ ଡିଭାଇସ ଉଦ୍ଭାବନ କରିଛନ୍ତି।

ବର୍ତ୍ତମାନ ପର୍ଯ୍ୟନ୍ତ ଚୁଡି ଆଉ ବ୍ରେସଲେଟ ମହିଳାଙ୍କ ଶୃଙ୍ଗାର ବୃଦ୍ଧି କରୁଥିଲା। ହେଲେ ସାଜିବ ଖାନ ଏହାକୁ ମହିଳାଙ୍କ ସୁରକ୍ଷା କବଚ ଭାବେ ବ୍ୟବହାର କରିଛନ୍ତି। ସାଜିବ ଉଦ୍ଭାବନ କରିଥିବା ଉକ୍ତ ଡିଭାଇସର ନାଁ ହେଉଛି 'ସକଲେଟ'। ତେବେ ନାଁ ଭଳି ଏହି ଡିଭାଇସ ଅଭିଯୁକ୍ତଙ୍କୁ ସକ୍ ଦେବ।

ସାଜିବଙ୍କ କହିବା ଅନୁସାରେ,‘ଦୁଇ ବର୍ଷ ପୂର୍ବେ ଏହି ଡିଭାଇସ ପ୍ରସ୍ତୁତ କରିବା ନେଇ ଅଭିଯାନ ଆରମ୍ଭ କରିଥିଲି। ହେଲେ ବର୍ତ୍ତମାନ ତାଙ୍କର ଏହି ପ୍ରକଳ୍ପ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଏହି ଡିଭାଇସର ବିଶେଷତ୍ବ ହେଉଛି ଯଦି ମହିଳାଙ୍କ ସହ କେହି ଦୁର୍ବ୍ୟବହାର କରେ, ଏଥିରେ ଆଲାରାମ ବାଜିବା ସହ ଝଟକା ମଧ୍ୟ ଦେବ। ଏମଜର୍ସି ସହ ନିକଟସ୍ଥ ପୋଲିସ ଷ୍ଟେସନକୁ ସନ୍ଦେସ ମଧ୍ୟ ପଠାଇବ।’

ଏହାପୂର୍ବରୁ ସାଜିବ ଅନ୍ୟ ଏକ ପ୍ରକଳ୍ପରେ କାମ କରୁଥିଲେ। ହେଲେ ଦେଶରେ ମହିଳାଙ୍କ ପ୍ରତି ବଢୁଥିବା ଅତ୍ୟାଚାରକୁ ଦୃଷ୍ଟିରେ ରଖିସେ ଏହି 'ସକଲେଟ' ଡିଭାଇସର ଉଦ୍ଭାବନ କରିଛନ୍ତି । ଏହା ପୂର୍ବରୁ ସାଜିବ ଡ୍ରୋନ ଓ ଛୋଟ ପ୍ଲେନ ମଧ୍ୟ ଉଦ୍ଭାବନ କରି ସାରିଛନ୍ତି।

Intro:Body:

test

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.