ETV Bharat / bharat

ବନ୍ୟାରେ ବେହାଲ ମୁମ୍ବାଇ, ଯାତାୟତ ଠପ୍ - ଯାତାୟତ ଠପ

ବନ୍ୟାରେ ବେହାଲ ମୁମ୍ବାଇ । ଲଗାଣ ବର୍ଷାରେ ଜନଜୀବନ ଅସ୍ତବ୍ୟସ୍ତ ହୋଇ ପଡ଼ିଛି । ରାଜ୍ୟରେ ଅନେକ ସ୍ଥାନରେ ବନ୍ୟା ଜଳ ଗାଁରେ ପ୍ରବେଶ କରିଛି । ବନ୍ୟାଞ୍ଚଳ ପ୍ରଶାସନିକ ଅଧିକାରୀ ପରିଦର୍ଶନ କରିବା ସହିତ ସହାୟତା ଯୋଗାଇ ଦେବାକୁ ପ୍ରୟାସ ଆରମ୍ଭ କରିଛନ୍ତି ।

ଫଟୋ ସୌଜନ୍ୟ: ଇଟିଭି ଭାରତ ବ୍ୟୁରୋ
author img

By

Published : Aug 7, 2019, 2:06 PM IST

Updated : Aug 7, 2019, 3:19 PM IST

ମୁମ୍ବାଇ: ମହାରାଷ୍ଟ୍ରରେ ବର୍ଷା ଜାରି ରହିଛି । ବନ୍ୟାରେ ବେହାଲ ମୁମ୍ବାଇ । ଲଗାଣ ବର୍ଷାରେ ମହାରାଷ୍ଟ୍ରରେ ଜୀବନଯାପନ ବ୍ୟାପକ ଭାବେ ପ୍ରଭାବିତ ହୋଇଛି । ଅନେକ ସ୍ଥାନରେ ମଧ୍ୟ ବ୍ୟାପକ କ୍ଷୟକ୍ଷତିର ସୂଚନା ମିଳିଛି । ବେଲଗାମ ଜିଲ୍ଲାରେ 150ରୁ ଅଧିକ ଘର ଭାଙ୍ଗିଥିବା ବେଳେ ଅନେକ ରାସ୍ତା ଧୋଇ ଯାଇଥିବା ସୂଚନା ମିଳିଛି ।

ବନ୍ୟା ବେଳର ଦୃଶ୍ୟ

ପ୍ରବଳ ବର୍ଷାରେ ଜିଲ୍ଲାରେ ବେଙ୍ଗାଲୁରୁ-ପୁନେ ଜାତୀୟ ରାଜପଥରେ ବନ୍ୟା ଜଳ ପ୍ରବାହିତ ହେଉଥିବା ସୂଚନା ମିଳିଛି । ଫଳରେ ଏହି ରାସ୍ତା ଦେଇ ଯାତାୟତ ବନ୍ଦ ରହିଛି। ସେହିଭଳି ଆଙ୍ଗ୍ରୋଲି, ଲିଗ୍‌ନାମଥା, ଚୁଞ୍ଚ୍ବାଡ଼ା, ଏବଂ ଦେବଲାଠି ଗାଁ ମଧ୍ୟ ବିଶେଷ ଭାବେ ପ୍ରଭାବିତ ହୋଇଥିବା ସୂଚନା ମିଳିଛି । ଏହି ଗାଁ ଗୁଡ଼ିକରେ ଶତାଧିକ ଘର ଭାଙ୍ଗିଥିବା ଜଣାପଡ଼ିଛି । ଜଳମଗ୍ନ ଗାଁ ଗୁଡ଼ିକର ସ୍ଥିତି ପରଖୁଛି ପ୍ରଶାସନ।

ବନ୍ୟାଞ୍ଚଳକୁ ପ୍ରଶାସନିକ ଅଧିକାରୀ, ବିଡ଼ିଓ, ତହସିଲଦାର ଗସ୍ତ କରି ସ୍ଥିତି ପରଖୁଛନ୍ତି । ସେହିଭଳି ୟାମାଗର୍ନି ଗାଁ ନିକଟରେ କୋଲ୍ହାପୁର-ନିପାନି ରାଜପଥ ଉପରେ ମଧ୍ୟ ବନ୍ୟାଜଳ ପ୍ରବାହିତ ହେଉଥିବା ଜଣାପଡ଼ିଛି ।

Intro:Body:

Bangalore-Pune road is blocked

Belgaum: Over 139 houses Collapsed in many places of the district, due to heavy rain. 

And the bengaluru-pune-4 National Highway, is under water from the Panchaganga River and the Bangalore-Pune road is blocked. Angrolli, Linganamatha, Chunchawada and Devalathi villages more houses were damaged. Several officials, including Tahsildar, inspected the site of the incident.

Water is coming to the highway near Yamagarni village in Kolhapur Nippani National Highway in Maharashtra.

Conclusion:
Last Updated : Aug 7, 2019, 3:19 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.