ETV Bharat / bharat

'ବ୍ୟାକ ଟୁ ଭିଲେଜ' ଗ୍ରାମୀଣ ବିକାଶ କାର୍ଯ୍ୟକ୍ରମର ତୃତୀୟ ପର୍ଯ୍ୟାୟ ଆରମ୍ଭ

'ବ୍ୟାକ ଟୁ ଭିଲେଜ' ଗ୍ରାମୀଣ ବିକାଶ କାର୍ଯ୍ୟକ୍ରମର ତୃତୀୟ ପର୍ଯ୍ୟାୟ ଆରମ୍ଭ ହୋଇଛି । ଗ୍ରାମବାସୀଙ୍କ ନିକଟରେ ସରକାରୀ ଯୋଜନା ପହଞ୍ଚାଇବା କାର୍ଯ୍ୟକ୍ରମର ମୁଖ୍ୟ ଲକ୍ଷ୍ୟ । ଅଧିକ ପଢନ୍ତୁ...

author img

By

Published : Oct 8, 2020, 3:38 PM IST

'ବ୍ୟାକ ଟୁ ଭିଲେଜ' ଗ୍ରମୀଣ ବିକାଶ କାର୍ଯ୍ୟକ୍ରମର ତୃତୀୟ ପର୍ଯ୍ୟାୟ ଆରମ୍ଭ

ଶ୍ରୀନଗର: 'ବ୍ୟାକ ଟୁ ଭିଲେଜ' ଗ୍ରାମୀଣ ବିକାଶ କାର୍ଯ୍ୟକ୍ରମର ତୃତୀୟ ପର୍ଯ୍ୟାୟ ଆରମ୍ଭ ହୋଇଛି । ଜମ୍ମୁକାଶ୍ମୀର ରଜୌରୀ ଜିଲ୍ଲାର ପାହାଡକୁ ଲାଗି ବହୁଦୂରରେ ଥିବା ଗ୍ରାମପଞ୍ଚାୟତକୁ ନେଇ ଏହି କାର୍ଯ୍ୟକ୍ରମ ପ୍ରସ୍ତୁତ କରାଯାଇଛି । ଗ୍ରାମବାସୀଙ୍କୁ ବିଭିନ୍ନ ସରକାରୀ ଉନ୍ନୟନମୂଳକ କାର୍ଯ୍ୟକ୍ରମ ବାବଦରେ ଅବଗତ କରାଇବା ଏହି କାର୍ଯ୍ୟକ୍ରମ ମୁଖ୍ୟ ଲକ୍ଷ୍ୟ । ଏଥିସହ ଗ୍ରାମବାସୀଙ୍କ ଅଭିଯୋଗକୁ ଗ୍ରହଣ କରାଯାଇ ସେ ବାବଦରେ ଆଲୋଚନା କରାଯାଉଛି ।

ତେବେ ଗ୍ରାମୀଣ ବିକାଶ ପାଇଁ କରାଯାଇଥିବା 'ବ୍ୟାକ ଟୁ ଭିଲେଜ' କାର୍ଯ୍ୟକ୍ରମର ପ୍ରଥମ ଦୁଇଟି ପର୍ଯ୍ୟାୟ ସଫଳ ହୋଇଛି । ପ୍ରଥମ ଦୁଇଟି ପର୍ଯ୍ୟାରେ ଗ୍ରମାବାସୀଙ୍କର ବିଭିନ୍ନ ସମସ୍ୟାଗୁଡିକ ଗ୍ରହଣ କରାଯାଇଥିଲା । ସେହିପରି ତୃତୀୟ ପର୍ଯ୍ୟାୟରେ ମଧ୍ୟ ଗ୍ରାମବାସୀ ବିଭିନ୍ନ ସମସ୍ୟା ବାବଦରେ ଅଭିଯୋଗ କରିଛନ୍ତି । ତେବେ ଏହି କାର୍ଯ୍ୟକ୍ରମକୁ ନେଇ ଗ୍ରାମବାସୀମାନେ ଉତ୍ସାହିତ ଥିବା ଧଙ୍ଗ୍ରି ବ୍ଲକ୍ ଉନ୍ନୟନ ଅଫିସର ଅରିଫ୍ ମିର୍ଜା କହିଛନ୍ତି ।

@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.