ETV Bharat / bharat

ଅନନ୍ତନାଗରେ ମାଗଣାରେ ଆୟୁଷ ବାଣ୍ଟିଲା ଇମ୍ୟୁନିଟି ବୁଷ୍ଟର

ରେଡ୍ ଜୋନରେ ବଣ୍ଟାଯିବ ଆୟୁର୍ବେଦିକ ଔଷଧ। ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଇଁ ଜମ୍ମୁ କାଶ୍ମୀର ଅନନ୍ତନାଗର ଅଧିବାସୀଙ୍କୁ ଆୟୁଷ ବିଭାଗ ପକ୍ଷରୁ ଇମ୍ୟୁନିଟି ବୁଷ୍ଟର ମେଡିସିନ୍ ବଣ୍ଟାଯାଉଛି।

author img

By

Published : Jun 12, 2020, 2:58 PM IST

ଅନନ୍ତନାଗରେ ମାଗଣାରେ ଆୟୁଷ ବାଣ୍ଟିଲା ଇମ୍ୟୁନିଟି ବୁଷ୍ଟର, କୃତଜ୍ଞ ଅଞ୍ଚଳବାସୀ

ଶ୍ରୀନଗର: ମାଗଣାରେ ବଣ୍ଟାଯିବ ଆୟୁର୍ବେଦିକ ଔଷଧ। ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଇଁ ଜମ୍ମୁ କାଶ୍ମୀର ଅନନ୍ତନାଗର ସମସ୍ତ ରେଡ୍ ଜୋନର ଅଧିବାସୀଙ୍କୁ ଆୟୁଷ ବିଭାଗ ପକ୍ଷରୁ ଇମ୍ୟୁନିଟି ବୁଷ୍ଟର ମେଡିସିନ୍ ବଣ୍ଟାଯାଉଛି। ତେବେ ମାଗଣାରେ ଏହି ଔଷଧ ଯୋଗାଇ ଦେଇଥିବାରୁ ସ୍ଥାନୀୟ ଲୋକେ ସରକାରଙ୍କୁ କୃତଜ୍ଞତା ଜଣାଇଛନ୍ତି।

ଆୟୁଷ ବିଭାଗର କର୍ମଚାରୀ ମାନେ ଲୋକଙ୍କ ଘର ଘର ବୁଲି ମେଡିସିନ ଯୋଗାଇ ଦେଉଛନ୍ତି। ଏଭଳି କାର୍ଯ୍ୟକୁ ସ୍ଥାନୀୟରେ ଜଣେ ବ୍ୟକ୍ତି ପ୍ରଶଂସା କରିବା ସହ ସରକାରଙ୍କୁ ଧନ୍ୟବାଦ ଜଣାଇଛନ୍ତି।

ଆୟୁଷ ବିଭାଗର ଜଣେ ଅଧିକାରୀ ଜାମ୍ମୁ କାଶ୍ମୀର ସରକାର କହିଛନ୍ତି, "ଆମେ ଏହି ଔଷଧ ଆୟୁଷ ମନ୍ତ୍ରଣାଳୟ ପକ୍ଷରୁ ଲୋକଙ୍କ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିବା ପାଇଁ ବଣ୍ଟନ କରୁଛୁ। ଏହାକୁ ସମସ୍ତ ପୌରସଂସ୍ଥା ଏବଂ ଗ୍ରାମରେ ବିତରଣ କରୁଛୁ। ନିକଟରେ ଏହି ଔଷଧଗୁଡ଼ିକୁ ରେଡ୍ ଜୋନରେ ବଣ୍ଟନ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ଯାହାକୁ ନେଇ ଅନନ୍ତନାଗରେ ଏହି ଔଷଧଗୁଡିକ ଏବେ ମାଗଣାରେ ବଣ୍ଟନ କରାଯାଉଛି। "

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.