ETV Bharat / bharat

ଅଯୋଧ୍ୟା ମାମଲାରେ ଗୁରୁବାର ରିପୋର୍ଟ ଦାଖଲ କରିବ ମଧ୍ୟସ୍ଥି କମିଟି

author img

By

Published : Jul 31, 2019, 11:06 PM IST

ଅଯୋଧ୍ୟା ରାମ ଜନ୍ମଭୂମି-ବାବରୀ ମସଜିଦ୍‌ ମାମଲାରେ ମଧ୍ୟସ୍ଥି କମିଟି ଗୁରୁବାର ସୁପ୍ରିମକୋର୍ଟରେ ଷ୍ଟାଟସ ରିପୋର୍ଟ ଦାଖଲ କରିବେ ।

ଫାଇଲ ଫଟୋ

ନୂଆଦିଲ୍ଲୀ: ବହୁ ଚର୍ଚ୍ଚିତ ଅଯୋଧ୍ୟା ଜମି ବିବାଦ ମାମଲାରେ ମଧ୍ୟସ୍ଥି କରୁଥିବା କମିଟି ଆସନ୍ତାକାଲି(ଗୁରୁବାର) ସୁପ୍ରିମକୋର୍ଟରେ ଷ୍ଟାଟସ ରିପୋର୍ଟ ଦାଖଲ କରିବେ । ଏହାପରେ ମୁଖ୍ୟ ବିଚାରପତି ରଞ୍ଜନ ଗୋଗାଇଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ ମାମଲାର ଶୁଣାଣି ଅଗଷ୍ଟ 3 ତାରିଖରେ କରିବେ ।

ରାମ ଜନ୍ମଭୂମି-ବାବରୀ ମସଜିଦ୍‌ ବିଧ୍ବଂଶ ମାମଲାର ସମାଧାନ ପାଇଁ ସୁପ୍ରିମକୋର୍ଟ 4 ମାସ ପୂର୍ବେ ଏକ ମଧ୍ୟସ୍ଥି କମିଟିର ଗଠନ କରିଥିଲେ । ତେବେ ସେମାନଙ୍କୁ
ଜୁଲାଇ ୩୧ ତାରିଖ ମଧ୍ୟରେ ଏହି ମାମଲା ବାବଦରେ ହିନ୍ଦୁ ଏବଂ ମୁସଲିମ ପକ୍ଷଙ୍କ ସହିତ ଆଲୋଚନା କରି ଏକ ଫାଇନାଲ ରିପୋର୍ଟ ଦାଖଲ କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଥିଲେ । କିନ୍ତୁ ଏହି କମିଟି ବର୍ତ୍ତମାନ ଅଗଷ୍ଟ 1 ତାରିଖରେ ନିଜ ରିପୋର୍ଟ ଦାଖଲ କରିବ ।

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.