ETV Bharat / bharat

ଜାନୁଆରୀରେ ଭାରତ ଆସିବେ ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ - ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ସ୍କଟ ମୋରିସନ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନିମନ୍ତ୍ରଣ ରକ୍ଷା କରି ଆସନ୍ତା ଜାନୁଆରୀରେ ଭାରତ ଆସିବେ ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ସ୍କଟ ମୋରିସନ । ରାଇସିନା ଡାଏଲୋଗକୁ ସମ୍ବୋଧନ କରିବେ ସେ ।

ଫଟୋ ସୌଜନ୍ୟ: ଟ୍ବିଟର @ANI
author img

By

Published : Oct 4, 2019, 11:57 AM IST

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନିମନ୍ତ୍ରଣ ରକ୍ଷା କରିଛନ୍ତି ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ସ୍କଟ ମୋରିସନ। ଆସନ୍ତା ଜାନୁଆରୀରେ ଭାରତ ଗସ୍ତରେ ଆସୁଥିବା ନେଇ ସ୍ପଷ୍ଟ କରିଛନ୍ତି ସେ। ଭାରତର ପ୍ରତିପକ୍ଷଙ୍କ ନିମନ୍ତ୍ରଣକୁ ରକ୍ଷା କରି ନିଜକୁ ସମ୍ମାନିତ ଅନୁଭବ କରୁଥିବା ଜଣାଇଛନ୍ତି।

ଏନେଇ ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ସ୍କଟ ମୋରିସନ କହିଛନ୍ତି ଯେ, ମୁଁ ମୋର ବନ୍ଧୁ ନରେନ୍ଦ୍ର ମୋଦିଙ୍କ ପକ୍ଷରୁ ଭାରତ ଗସ୍ତରେ ଆସିବା ପାଇଁ ଦେଇଥିବା ନିମନ୍ତ୍ରଣକୁ ରକ୍ଷା କରୁଛି । ଏହା ସହ ଏହି ଗସ୍ତ ସମୟରେ ରାଇସିନା ଡାଏଲୋଗର ଉଦଘାଟନ ସମାରୋହକୁ ସମ୍ବୋଧନ କରିବାର କାର୍ଯ୍ୟକ୍ରମ ରହିଛି।

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.