ETV Bharat / bharat

ମିରଟରେ ସିଏଏ ହିଂସା, 30 ପୋଲିସ କର୍ମୀଙ୍କୁ ଜୀଅନ୍ତା ଜାଳିବାକୁ ପ୍ରୟାସ

author img

By

Published : Jan 2, 2020, 8:43 PM IST

ନାଗରିକତା‌ ସଂଶୋଧନ ଆଇନ(ସିଏଏ)କୁ ବିରୋଧ କରି ଆନ୍ଦୋଳନ ଓ ହିଂସା ସମୟରେ ଭିଡିଓ ଜାରି କରିଛି ମିରଟ ପୋଲିସ । ଭିଡିଓରେ 30ରୁ ଉର୍ଦ୍ଧ୍ବ ପୋଲିସଙ୍କୁ ଏକ ଦୋକାନ ଘରେ ଜବରଦସ୍ତି ରଖି ଜୀଅନ୍ତା ଜାଳିବା ପାଇଁ ପ୍ରୟାସ କରିଥିଲେ ଦଙ୍ଗାକାରୀ ଓ ବିକ୍ଷୋଭକାରୀ ।

attempted to burn 35 policemen
ଡିଜାଇନ ଫଟୋ

ମିରଟ: ନାଗରିକତ୍ୱ ସଂଶୋଧନ ଆଇନ (ସିଏଏ)କୁ ନେଇ ସମଗ୍ର ଦେଶରେ ବିରୋଧ ପ୍ରଦର୍ଶନ ଜାରି ରହିଛି । ଅନେର ଧନଜୀବନ ହାନୀ ହେବା ସହ ଦେଶର ଅନେକ ରାଜ୍ୟ ପ୍ରବଳ ପ୍ରଭାବିତ ହୋଇଛି। ବିଭିନ୍ନ ସ୍ଥାନରେ ପୋଡ଼ାଜଳା, ହିଂସାକାଣ୍ଡ ଭିତରେ ଏବେ ମିରଟ ପୋଲିସ ଦୁଇଟି ଭିଡିଓ ଜାରି କରିଛି । 20 ଡିସେମ୍ବରରେ ସିଏଏକୁ ନେଇ ବିକ୍ଷୋଭ ପ୍ରଦର୍ଶନ ସମୟର ଏହି ଭିଡିଓ ଜାରି କରି ପୋଲିସ କହିଛି ଯେ କିଛି ଉପଦ୍ରବକାରୀ ପୋଲିସକୁ ଜୀଅନ୍ତା ଜାଳି ଦେବା ପାଇଁ ପ୍ରୟାସ କରିଥିଲେ । ଏହାସହ ଅନ୍ୟ ଏକ ଭିଡିଓରେ ବିକ୍ଷୋଭକାରୀ ମାନେ ସାଧାରଣ ସମ୍ପତ୍ତିକୁ ନଷ୍ଟ କରୁଥିବା ଭିଡିଓ ପୋଲିସ ଜାରି କରିଛି ।ଏହି ଦୁଇଟି ଭିଡିଓ ଲିସାଡିଗେଟର ବୋଲି କୁହାଯାଉଛି ।

ଭିଡିଓ ସୌଜନ୍ୟ: ଇଟିଭି ଭାରତ

ମିରଟ ଏସଏସପି ଏହି ଦୁଇଟି ଭିଡିଓ ଜାରି କରି କୁହାଯାଇଛି ଯେ, ବିକ୍ଷୋଭ ପ୍ରଦର୍ଶନ ସମୟରେ ପ୍ରଦର୍ଶନକାରୀଙ୍କ ଠାରୁ ନିଜକୁ ବଞ୍ଚାଇବା ପାଇଁ ପୋଲିସ ଗୋଟିଏ ଘରେ ପଶି ଯାଇଥିଲେ । ଏହି ସମୟରେ ପୋଲିସକୁ ଜୀଅନ୍ତା ଜାଳିବା ପାଇଁ ପ୍ରୟାସ କରିଥିଲେ ଉପଦ୍ରବକାରୀ । ଭିଡିଓରେ କିଛି ପୋଲିସ କର୍ମୀ ନିଆଁରୁ କିଭଳି ନିଜକୁ ବଞ୍ଚାଇଛନ୍ତି ତାହା ଦେଖିବାକୁ ମିଳୁଛି ।

ସେହପରି ଅନ୍ୟ ଏକ ଭିଡିଓରେ ଏକ ବଡ ସଂଖ୍ୟାରେ ପୋଲିସ କର୍ମୀ ଏକ ଦୋକାନର ସଟରରୁ ବାହରକୁ ବାହାରୁଥିବାର ଦେଖିବାକୁ ମିଳଛି । ପୋଲିସ ଅଧିକାରୀଙ୍କ କହିବା ମୁତାବକ ଯେତେବେଳେ ଅତିରିକ୍ତ ପୋଲିସ ବାହିନୀ ସୂଚନା ପାଇଁ ଘଟଣାସ୍ଥଳରେ ପହଞ୍ଚିବା ପରେ ନିଆଁ କବଳରେ ଥିବା ପୋଲିସ କର୍ମୀଙ୍କୁ ସୁରକ୍ଷିତ ବାହାରକୁ ବାହାର କରାଯାଇଥିଲା ।

ସିଟି ଏସପି ଅଖିଳେଶ ନାରାୟଣ ସିଂହ କହିଛନ୍ତି ଯେ, ଦୋକାନ ଘରେ ପାଖାପାଖି 30ରୁ 35 ପୋଲିସ କର୍ମୀ ଥିଲେ । ଏମାନଙ୍କୁ ବିକ୍ଷୋଭକାରୀ ମାନେ ଜୀଅନ୍ତା ଜାଳିବା ପାଇଁ ପ୍ରୟାସ କରିଥିଲେ । ଉପଦ୍ରବକାରୀ ମାନେ ପୋଲିସକର୍ମୀଙ୍କୁ ଜାଳି ମାରିବା ପାଇଁ ପୂର୍ବପ୍ରସ୍ତୁତି ଯୋଜନା କରିଥିଲେ । ଯାଞ୍ଚ ପରେ ଘଟଣାରେ ସମ୍ପୃକ୍ତ ସମସ୍ତ ଦୋଷୀଙ୍କୁ ଗିରଫ କରାଯିବ ବୋଲି କହିଛନ୍ତି ଏପସି ଅଖିଳେଶ ନାରାୟଣ ସିଂହ ।

Intro:मेरठ: उपद्रवियों ने 35 पुलिसकर्मियों को जिंदा जलाने का किया था प्रयास
मेरठ। नागरिकता संसोधन कानून को लेकर बीती 20 दिसंबर को हुए हिंसक प्रदर्शन के दौरान का एक वीडियो सामने आया है। इस वीडियो में उपद्रवी एक मकान में अपने बचाव के लिए घुसे पुलिस कर्मियों को जिंदा जलाने का प्रयास किये जाने की बात कही गई है। मेरठ पुलिस की ओर से इस तरह के दो वीडियो जारी किये गए हैं। एक वीडियो में सार्वजनिक संपत्ति के नुकसान को दिखाया गया है।
Body:एसएसपी मेरठ द्वारा मीडिया को ये दो वीडियो जारी किये गए हैं। इनमें एक वीडियो में जहां सार्वजनिक संपत्ति के नुकसान को दिखाया गया है वहीं दूसरे वीडियो में एक मकान के अंदर घुसे पुलिस कर्मियों को दिखाया गया है। मकान के बाहर दरवाजे पर आग लगती दिखायी दे रही है। जबकि अंदर से बड़ी संख्या में पुलिस कर्मी अपनी जान बचाकर बाहर आते दिखायी दे रहे हैं। पुलिस अधिकारियों का कहना है कि जब अतिरिक्त पुलिस फोर्स मौके पर पहुंचा तब मकान के अंदर फंसे पुलिस कर्मियों को बाहर निकाला गया।
Conclusion:एसपी सिटी अखिलेश नारायण सिंह का कहना है कि मकान में करीब 30—35 पुलिस कर्मी थे जिन्हें जिंदा जलाने का प्रयास किया गया। मेरठ पुलिस का दावा है कि उपद्रवियों ने साजिश के तहत पुलिस कर्मियों को जिंदा जलाने का प्रयास किया। ये दोनों वीडियो थाना लिसाड़ीगेट क्षेत्र के बताए गए हैं।
एसपी सिटी अखिलेश नारायण सिंह का कहना है कि इन वीडियो के सामने आने के बाद इन्हें भी विवेचना में शामिल किया गया है। जांच के बाद जो आरोपी होगा उसकी गिरफ्तारी की जाएगी।

बाइट— अखिलेश नारायण सिंह, एसपी सिटी

अजय चौहान
9897799794
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.