ETV Bharat / bharat

ବିଜେପି କର୍ପୋରେଟରଙ୍କ ଘରେ ଗୁଳିମାଡ, 5 ମୃତ - Attack on BJP corporators family

ମହାରାଷ୍ଟ୍ରର ଜଲଗାଓଁ ଜିଲ୍ଲାର ଭୁସୱାଲ ଅଞ୍ଚଳରେ ବିଜେପି କର୍ପୋରେଟର ରବିନ୍ଦ୍ର ଖାଟଙ୍କ ପରିବାର ଉପରେ ଅଜଣା ଦୁର୍ବୃତ୍ତ ଆକ୍ରମଣ କରିଛନ୍ତି । ଏଥିରେ ତାଙ୍କ ପରିବାରର 4 ସଦସ୍ୟଙ୍କ ମୃତ୍ୟୁ ଘଟିଛି ।

ବିଜେପି କର୍ପୋରେଟରଙ୍କ ଘରେ ଆକ୍ରମଣ, ପରିବାରର 5 ସଦସ୍ୟ ମୃତ
author img

By

Published : Oct 7, 2019, 10:41 AM IST

ମୁମ୍ବାଇ: ମହାରାଷ୍ଟ୍ରର ଜଲଗାଓଁ ଜିଲ୍ଲା ଅଧିନସ୍ଥ ଭୁସୱାଲ ଅଞ୍ଚଳରେ ବିଜେପି କର୍ପୋରେଟର ରବିନ୍ଦ୍ର ଖାଟଙ୍କ ପରିବାର ସଦସ୍ୟଙ୍କ ଉପରେ ହୋଇଛି ଆକ୍ରମଣ । ଗତକାଲି ରାତି ପ୍ରାୟ 10ଟା ସମୟରେ ଅଜଣା ଦୁର୍ବୃତ୍ତ ତାଙ୍କ ଘର ଲୋକଙ୍କୁ ଟାର୍ଗେଟ କରି ଗୁଳିମାଡ କରିଥିବାର ଖବର ମିଳିଛି ।

ବିଜେପି କର୍ପୋରେଟର ରବିନ୍ଦ୍ର ଖାଟ ଏଠାକାର ସମତା ନଗରରେ ନିଜ ପରିବାର ସହ ଅବସ୍ଥାନ କରନ୍ତି । ତାଙ୍କ ପରିବାର ଉପରେ ହୋଇଥିବା ଆକ୍ରମଣରେ ରବିନ୍ଦ୍ର ବାବୁରାଓ ଖାଟ, ତାଙ୍କ ଭାଇ ସୁନୀଲ ବାବୁରାଓ ଖାଟ, ପୁଅ ପ୍ରେମସାଗର ଖାଟ, ରୋହିତ ଖାଟ ଏବଂ ସୁମିତ ଗଜରେଙ୍କ ମୃତ୍ୟୁ ଘଟିଛି।

ବିଜେପି କର୍ପୋରେଟରଙ୍କ ଘରେ ଆକ୍ରମଣ, 5 ମୃତ

ଏହ ଘଟଣା ପରେ ତତକ୍ଷଣାତ୍ ଗୁରୁତର ରବିନ୍ଦ୍ରଙ୍କୁ ସ୍ଥାନୀୟ ମେଡିକାଲକୁ ନିଆଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଅନ୍ୟପଟେ ତାଙ୍କ ପତ୍ନୀ ରଜନୀ ଖାଟ ଏବଂ ପୁଅ ହିତେଶଙ୍କ ସମେତ ଆଉ ଜଣେ ବ୍ୟକ୍ତି ଏଥିରେ ଗୁରୁତର ହୋଇଛନ୍ତି। ଦୁଇ ଜଣ ଅଜଣା ବାଇକ ଆରୋହୀ ରବିନ୍ଦ୍ର ଖାଟଙ୍କ ଘରେ ଗୁଳିମାଡ କରି ଘଟଣାସ୍ଥଳରୁ ଫେରାର ହୋଇ ଯାଇଥିଲେ । ଏନେଇ ଖବର ପାଇବା ପରେ ପୋଲିସ 3 ଅଭିଯୁକ୍ତଙ୍କୁ ଗିରଫ କରିବା ସହ ଏହାର ତଦନ୍ତ କରୁଛି।

Intro:Body:

Attack on BJP corporator's family in Bhusawal; Five people died

Bhusawal  - Family members of BJP corporator Ravindra Khat also known as Hampi in Bhusawal district were shot dead by unidentified gunmen.

The unknown assailants came into their courtyard and fired indiscriminately at around ten o'clock on Sunday night. Ravindra Baburao Kharat, his brother Sunil Baburao Kharat, son Premsagar Ravindra Kharat , Rohit Rabindra Kharat and Sumit Gajare have been killed in incident.

Three others, including his wife Rajni Kharat and another son Hitesh, were seriously injured in the incident. The assailants have fled after the attack. Police have arrested three of the accused.

जलगाव मर्डर न्यूज

जळगाव (महाराष्ट्र) - जिले के भुसावळ में भाजपा पार्षद रविन्द्र खट उर्फ ​​हम्पीया के परिवार के एक सदस्य पर अज्ञात बंदूकधारियों ने गोलियां चला दीं। हमले में एक ही परिवार के चार लोगों सहित कुल पांच लोगों की मौत हो गई और दो-तीन अन्य घायल हो गए। घटना रविवार रात करीब 10 बजे भुसावल के समतानगर में हुई। इस घटना के कारण भुसावल शहर के साथ जिला भी हिल गया है।

भाजप पार्षद रवींद्र खरात उर्फ 'हंप्या' के परिवार पर अज्ञात हमलावरों ने रविवार रात करीब 10 बजे गोलियां चलाईं। इस हादसे में खुद रवींद्र बाबुराव खरात (५०), उनके भाई सुनील बाबुराव खरात (५५), बेटे प्रेमसागर रवींद्र खरात (२४), रोहित उर्फ ​​सोनू रवींद्र खरात (२०) और सुमित गजरे (2५) इन लोगोंकी मृत्यू हुई है। घायल रवींद्र खरात को इलाज के लिए जिला अस्पताल ले जाया गया। हालांकि, डॉक्टरों ने उन्हें इस स्थान पर मृत घोषित कर दिया। उनकी पत्नी रजनी खरात, एक अन्य पुत्र हितेश और अन्य एक ऐसे कुल तीन लोग गंभीर रूप से घायल हो गए है।

दो मोटरसाइकिल सवारों ने पिस्टल से रवींद्र खरात के परिवार पर गोलियां चलाईं। घटना में चार लोग मारे गए थे। अन्य दो से तीन घायल हो गए। घायलोंकी हालत बहुत खराब होने के कारण, मृतकों की संख्या बढ़ने की संभावना है। हमले के बाद हमलावर भाग गए हैं। पुलिस ने तीन आरोपियों को गिरफ्तार किया है।

घटना की सूचना मिलते ही भुसावल के उपविभागीय पुलिस अधिकारी गजानन राठोड सहित पुलिस अधिकारी मौके पर पहुंचे। जलगांव के पुलिस अधीक्षक डॉ. पंजाबराव उगले और पुलिस अधीक्षक भाग्यश्री नवटके भी मौके पर पहुंची।

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.