ETV Bharat / bharat

ବିହାରରୁ ଗିରଫ ହେଲେ 2 ଆତଙ୍କବାଦୀ

ବିହାରରୁ 2 ସନ୍ଦିଗ୍ଧ ଆତଙ୍କବାଦୀଙ୍କୁ ଗିରଫ କଲା ଏଟିଏସ । ସେମାନଙ୍କ ମଧ୍ୟରୁ ଜଣେ ଜମୀୟତ-ଉଲ-ମୁଜାହିଦ୍ଦିନ ଆତଙ୍କୀ ସଙ୍ଗଠନର ହୋଇଥିବା ବେଳେ ଆଉ ଜଣେ ଇସଲାମିକ ଷ୍ଟେଟ୍‌ ବାଲାଂଦେଶ(ଆଇଏସବିଡି)ର ସକ୍ରିୟ ସଦସ୍ୟ ବୋଲି ଜଣା ପଡିଛି ।

author img

By

Published : Mar 25, 2019, 7:41 PM IST

ଫାଇଲ ଫଟୋ

ପାଟନା: ବିହାର ପୋଲିସର ଏଟିଏସ ଟିମ୍‌କୁ ବଡ ସଫଳତା । ପାଟନାରୁ 2 ସନ୍ଦିଗ୍ଧ ଆତଙ୍କବାଦୀଙ୍କୁ ଗିରଫ କରିଛିଏଟିଏସ । ସେମାନଙ୍କ ମଧ୍ୟରୁ ଜଣେ ଜମୀୟତ-ଉଲ-ମୁଜାହିଦ୍ଦିନ ଆତଙ୍କୀ ସଙ୍ଗଠନଓ ଅନ୍ୟଜଣେ ଇସଲାମିକ ଷ୍ଟେଟ୍‌ ବାଲାଂଦେଶ(ଆଇଏସବିଡି)ର ସକ୍ରିୟ ସଦସ୍ୟ ବୋଲି ଜଣା ପଡିଛି ।

ସେମାନଙ୍କ ନିକଟରୁ କିଛି ସନ୍ଦିଗ୍ଧ କାଗଜପତ୍ର ଜବତ କରିଛି ପୋଲିସ । ଉକ୍ତ କାଗଜପତ୍ରରେ ଜମ୍ମୁର ପୁଲୱାମା ଆକ୍ରମଣ ପରେ ସେଠାରେ ମୁତୟନ ଥିବା ସୁରକ୍ଷାକର୍ମୀଙ୍କ ବିଷୟରେ ସୂଚନା ଥିବା ଜଣାପଡିଛି । ଦୁହିଁଙ୍କ ନିକଟରୁ ଅର୍ଦ୍ଧସୈନିକ ବଳଙ୍କ ନିଯୁକ୍ତି ସମ୍ବନ୍ଧୀୟ ରିପୋର୍ଟର ଫଟୋକପି ମଧ୍ୟ ଜବତ କରିଛି ପୋଲିସ ।

ଗିରଫ ସମୟରେ ସେମାନଙ୍କ ନିକଟରେ ନକଲିଭୋଟର ପରିଚୟ ପତ୍ରଏବଂ ରେଳ ଟିକେଟ୍‌ ଥିଲା । ତେବେ ଅଭିଯୁକ୍ତ ମାନେଖୈରୁଲ ମଣ୍ଡଲ ଏବଂ ଅବୁ ସୁଲତାନ ବୋଲି ଜଣା ପଡିଛି । ପୋଲିସ 2 ଅଭିଯୁକ୍ତଙ୍କୁ ଗୁପ୍ତ ସ୍ଥାନରେ ରଖିପଚାରାଉଚୁରା ଜାରିରଖିଛି ।

Intro:Body:Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.