ETV Bharat / bharat

କ୍ବାରେଣ୍ଟାଇନ ପାଇଁ ନିଜ ଧର୍ମଶାଳା ଦେଲେ ଅତମାନନ୍ଦ - କ୍ବାରେଣ୍ଟାଇନ ପାଇଁ ନିଜ ଧର୍ମଶାଳା ଦେଲେ ଅତମାନନ୍ଦ

କୋରୋନାକୁ ରୋକିବାକୁ ଦେଶରେ ଚାଲିଛି ପ୍ରୟାସ । ଏହାସହ ଆକ୍ରାନ୍ତଙ୍କୁ କ୍ବାରେଣ୍ଟାଇନ ପାଇଁ ରଖିବାକୁ ଉପଯୁକ୍ତ ସ୍ଥାନର ଅଭାବ ରହିଥିବାବେଳେ ଗୁଜୁରାଟର ଜଣେ ବ୍ୟକ୍ତି ସହଯୋଗର ହାତ ବଢାଇଛନ୍ତି । ଅଧିକ ପଢନ୍ତୁ...

Atmanand Jain Samaj
କ୍ବାରେଣ୍ଟାଇନ ପାଇଁ ନିଜ ଧର୍ମଶାଳା ଦେଲେ ଅତମାନନ୍ଦ
author img

By

Published : Mar 28, 2020, 10:09 PM IST

ଗାନ୍ଧୀନଗର: କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବଢିଚାଲିଥିବାବେଳେ ଚିକିତ୍ସା ପାଇଁ ଏବେ ମେଡିକାଲ କମ୍‌ ପଡୁଛି । ଯେଉଁଥିପାଇଁ ଉପଯୁକ୍ତ ପରିମାଣର ଆଇସୋଲେସନ ଓ୍ବାର୍ଡ ମିଳିପାରୁନାହିଁ । ଆଉ ଏଥିପାଇଁ ମେଡିକାଲ ବାରଣ୍ଡାରେ ଚିକିତ୍ସା ହେଉଥିବା ଦେଖିବାକୁ ମିଳୁଛି ।

ଏହିଭଳି ସମୟରେ ସହଯୋଗର ହାତ ବଢାଇଛନ୍ତି ଗୁଜୁରାଟ ଭଦୋଦରାର ଅତମାନନ୍ଦ ଜୈନ ସମାଜ । ଘଡିଆଲିପୋଲରେ ଅବସ୍ଥିତ 'ଧର୍ମଶାଳା'କୁ କ୍ବାରେଣ୍ଟାଇନରେ ପରିଣତ କରିବାକୁ ପ୍ରସ୍ତାବ ଦେଇଛନ୍ତି । ଏନେଇ ଧର୍ମଶାଳାର ଜଣେ ସଦସ୍ୟ କହିଛନ୍ତି ଯେ, 'ଆମେ କୋଭିଡ-19 ବିରୋଧରେ ଲଢେଇରେ ସରକାରଙ୍କୁ ସମର୍ଥନ କରିବାକୁ ଚାହୁଁଛୁ । ଆମେ ରୋଗୀଙ୍କୁ ଏବଂ ସାହାଯ୍ୟ ଆବଶ୍ୟକ କରୁଥିବା ବ୍ୟକ୍ତିଙ୍କୁ ମଧ୍ୟ ଖାଦ୍ୟ ଏବଂ ଅନ୍ୟାନ୍ୟ ମୌଳିକ ସୁବିଧା ଯୋଗାଇଦେବୁ'।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.