ETV Bharat / bharat

ଆସାମର ଶିଳ୍ପସଂସ୍ଥାରେ ସାନିଟାରୀ ନାପକିନ ବାଧ୍ୟତାମୂଳକ - mandatory to keep sanitary pads

ଆସାମ ସରକାର ଶିଳ୍ପସଂସ୍ଥାଙ୍କୁ ସେଠାରେ କାର୍ଯ୍ୟରତ ମହିଳାଙ୍କ ପାଇଁ ସାନିଟାରୀ ନାପକିନ ଉପଲବ୍ଧ କରିବାକୁ ନିର୍ଦ୍ଦେଶନାମା ଜାରି କରିଛନ୍ତି।

ଫଟୋ ସୌଜନ୍ୟ: ଏଏନଆଇ
author img

By

Published : Nov 20, 2019, 9:37 AM IST

ଦିସପୁର: ଆସାମରେ ଶିଳ୍ପସଂସ୍ଥାରେ କାର୍ଯ୍ୟରତ ମହିଳା କର୍ମଚାରୀଙ୍କ ପାଇଁ ରାଜ୍ୟ ସରକାର ସାନିଟାରୀ ନାପକିନ ବାଧ୍ୟତାମୂଳକ କରିଛନ୍ତି। ଏଣିକି ଶିଳ୍ପସଂସ୍ଥାରେ କାର୍ଯ୍ୟରତ ମହିଳା କର୍ମଚାରୀଙ୍କ ସ୍ବାସ୍ଥ୍ୟରକ୍ଷା ପାଇଁ ସାନିଟାରୀ ନାପକିନ ଉପଲବ୍ଧ କରାଯିବ। ଏନେଇ ଆସାମ ଶିଳ୍ପମନ୍ତ୍ରୀ ଚନ୍ଦ୍ର ମୋହନ ପୋଟୋରୀ ପ୍ରକାଶ କରିଛନ୍ତି।

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.