ETV Bharat / bharat

ଅଶୋକ ଧ୍ୟାନଚାନ୍ଦଙ୍କ ସହ ସ୍ବତନ୍ତ୍ର ଆଲୋଚନା: ହକି ଯାଦୁଗରଙ୍କୁ ଭାରତ ରତ୍ନ କେବେ ? - ଅଶୋକ ଧ୍ୟାନଚାନ୍ଦ

ହକି ଯାଦୁଗର ପଦ୍ମ ବିଭୂଷଣ ମେଜର ଧ୍ୟାନଚାନ୍ଦଙ୍କ ପୁଅ ବିଶିଷ୍ଟ ହକି ଖେଳାଳି ତଥା ଅର୍ଜ୍ଜୁନ ପୁରସ୍କାରପ୍ରାପ୍ତ ଅଶୋକ କୁମାର ଧ୍ୟାନଚାନ୍ଦଙ୍କ ଇଟିଭି ଭାରତର ସ୍ବତନ୍ତ୍ର ଆଲୋଚନା । ଭାରତ ରତ୍ନ ପ୍ରଦାନ ଲାଗି ଦାବି‌ । ‘ଫିଟ୍‌ ଇଣ୍ଡିଆ’ ଅଭିଯାନକୁ ପ୍ରଶଂସା ।

ଫଟୋ ସୌଜନ୍ୟ: ଇଟିଭି ଭାରତ, ବ୍ୟୁରୋ
author img

By

Published : Aug 29, 2019, 11:32 AM IST

Updated : Aug 29, 2019, 12:26 PM IST

ଜବଲପୁର: ଆଜି ଜାତୀୟ କ୍ରୀଡ଼ା ଦିବସ । ମହାନ ହକି ଖେଳାଳି ମେଜର ଧ୍ୟାନଚାନ୍ଦଙ୍କ ଜୟନ୍ତୀ ଅବସରରେ ପ୍ରତିବର୍ଷ ଆଜିର ଦିନକୁ ଜାତୀୟ କ୍ରୀଡ଼ା ଦିବସ ଭାବେ ପାଳନ କରାଯାଉଛି । ହେଲେ ଏହି ମହାନ ଯାଦୁଗରଙ୍କୁ ଦେଶର ସର୍ବୋଚ୍ଚ ବେସାମରିକ ସମ୍ମାନ ଭାରତ ରତ୍ନ ପ୍ରଦାନ ଲାଗି ଦୀର୍ଘ ଦିନଧରି ଦାବି‌ ହୋଇ ଆସୁଥିଲେ ମଧ୍ୟ ସରକାର କର୍ଣ୍ଣପାତ କରୁନାହାନ୍ତି । ବାରମ୍ବାର ଭାରତ ରତ୍ନ ପାଇଁ ହେଉଥିବା ଦାବି ପ୍ରତ୍ୟାଖ୍ୟାତ ହେଉଛି ବୋଲି କ୍ଷୋଭର ସହ ପ୍ରକାଶ କରିଛନ୍ତି କିମ୍ବଦନ୍ତୀ ହକି ପୁରୁଷ ମେଜର ଧ୍ୟାନଚାନ୍ଦଙ୍କ ସୁପୁତ୍ର ଅଶୋକ କୁମାର । ମେଜର ଧ୍ୟାନଚାନ୍ଦଙ୍କ ପୁଅ ବିଶିଷ୍ଟ ହକି ଖେଳାଳି ତଥା ଅର୍ଜ୍ଜୁନ ପୁରସ୍କାରପ୍ରାପ୍ତ ଅଶୋକ କୁମାର ଧ୍ୟାନଚାନ୍ଦଙ୍କ ଇଟିଭି ଭାରତ ସହ ଆଲୋଚନା କରିଛନ୍ତି ।

ଇଟିଭି ଭାରତ ସହ ଅଶୋକ ଧ୍ୟାନଚାନ୍ଦଙ୍କ ଆଲୋଚନା

ଅଶୋକ କୁମାର କହିଛନ୍ତି ଯେ, ସମଗ୍ର ବିଶ୍ବ ଧ୍ୟାନଚାନ୍ଦଙ୍କ ହକି ଅବଦାନକୁ ସ୍ବୀକାର କରୁଛି । ବିଶ୍ବ କ୍ରୀଡ଼ାରେ ଭାରତ ପାଇଁ ସେ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ । ହେଲେ ତାଙ୍କ ଏହି ଅବଦାନକୁ ସରକାର ବୁଝି ପାରୁନାହାନ୍ତି । । ଭାରତ ସର୍ବାଧିକ ୮ ଥର ଅଲିମ୍ପିକ ସ୍ବର୍ଣ୍ଣ ପଦକ ଜିତି ବିଶ୍ବ କୀର୍ତିମାନ କରିଥିବା ବେଳେ ଧ୍ୟାନଚାନ୍ଦ ଏହାର ପ୍ରଥମ ୩ ସଂସ୍କରଣ (୧୯୨୮-ଆମଷ୍ଟରଡାମ, ୧୯୩୨-ଲସ୍ ଏଞ୍ଚେଲ୍‌ସ, ୧୯୩୬-ବର୍ଲିନ)ରେ ଭାରତ ପାଇଁ ସ୍ବର୍ଣ୍ଣ ପଦକ ଜିତିଥିଲେ । ଅଶୋକ କହିଛନ୍ତି ସେ ଧ୍ୟାନ ସିଂହ ହୋଇ ସେ ହକି ପଡିଆକୁ ଓହ୍ଲାଇଥିଲେ ମାତ୍ର ପରେ ସେ ଧ୍ୟାନଚାନ୍ଦ ହୋଇ ନୂତନ ପରିଚୟ ସୃଷ୍ଟି କରିଥିଲେ ।

ଇଟିଭି ଭାରତ ସହ ଅଶୋକ ଧ୍ୟାନଚାନ୍ଦଙ୍କ ଆଲୋଚନା

1956ରେ ଧ୍ୟାନଚାନ୍ଦ ପ୍ରଥମ ବ୍ୟକ୍ତି ଭାବରେ ପଦ୍ମ ବିଭୂଷଣରେ ସମ୍ମାନିତ ହୋଇଥିଲେ । ଇଂରେଜ ଅମଳଠାରୁ ଆରମ୍ଭ କରି ସ୍ବାଧୀନ ଭାରତ ପର୍ଯ୍ୟନ୍ତ ଦୀର୍ଘ ଅଢ଼େଇ ଦଶନ୍ଧି ଧରି ଧ୍ୟାନଚାନ୍ଦ ଥିଲେ ଭାରତୀୟ ହକିର ଅପ୍ରତିଦ୍ବନ୍ଦ୍ବୀ ନାୟକ । ହେଲେ ତାଙ୍କୁ ଏ ପର୍ଯ୍ୟନ୍ତ ଭାରତ ରତ୍ନ ନ ମିଳିବା ଏକ ଆଶ୍ଚର୍ଯ୍ୟ ଜନକ ବିଷୟବସ୍ତୁ ବୋଲି କହିଛନ୍ତି ଅଶୋକ ଧ୍ୟାନଚାନ୍ଦ ।

ଏହାସହ ପୂର୍ବ ଭଳି ହକି ଆଉ ଖେଳା ଯାଉନାହିଁ । ଅନେକ ନିୟମ ପରିବର୍ତ୍ତନ ହୋଇଛି । ବର୍ଷ ବର୍ଷ ଧରି ପରିଶ୍ରମ ପରେ ବି ଭାରତ ଅଲମ୍ପିକ୍‌ ଓ ଏସିଆଡ୍‌ରେ ପଦକ ନ ଜିତିବା କଥା ନେଇ ବ୍ୟଥିତ ଥିବା କହିବା ସହ ଉଦ୍ୟମ ଜାରି ରହିବି ଆବଶ୍ୟକ ବୋଲି ପରାମର୍ଶ ଦେଇଛନ୍ତି ।

ଏତତ୍‌ବ୍ୟତୀତ ଅଗଷ୍ଟ 29ରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ବାରା ‘ଫିଟ୍‌ ଇଣ୍ଡିଆ’ଅଭିଯାନକୁ ପ୍ରଶଂସା କରିଛନ୍ତି । ଦୈନନ୍ଦିନ ଜୀବନରେରେ ହେଉ ଅବା କ୍ରୀଡା କ୍ଷେତ୍ରରେ ସଫଳ ରହିବା ପାଇଁ ଫିଟ୍‌ ରହିବା ଅବଶ୍ୟକ ବୋଲି ସେ କହିଛନ୍ତି ।

Intro:जबलपुर
हॉकी के जादूगर मेजर ध्यानचंद को भारत रत्न देने की मांग लंबे समय से उठ रही है बावजूद इसके सरकार इस ओर ध्यान नहीं दे रही।भारत का हर हॉकी प्रेमी आज यह चाह रहा है कि मेजर ध्यानचंद को भारत रत्न मिले यह कहना है मेजर ध्यानचंद के पुत्र अशोक ध्यानचंद का।अलंकरण समारोह कार्यक्रम में शामिल होने जबलपुर पहुंचे अशोक ध्यानचंद ने ईटीवी भारत से बात करते हुए कहा कि मेजर ध्यानचंद जी को भारत रत्न देने की मांग कई सालों से उठ रही है पर सरकार इस और ध्यान बिल्कुल भी नहीं दे रही है।

Body:वही देश और प्रदेश में हॉकी के गिरते स्तर को लेकर अशोक ध्यानचंद ने कहा कि आज के समय में हॉकी का खेल पहले जैसे नहीं रह गया है। हॉकी एक कलात्मक खेल है पर धीरे-धीरे पहले की हॉकी और आपके हॉकी खेल में अंतर आ गया है और वह हॉकी नहीं रह गई है जो कि मेजर ध्यानचंद रूप सिंह खेला करते थे। आज के हॉकी खेल में हमने वह ऊंचाई नहीं देख पाई है जो कि एक समय भारत के लिए पूरे विश्व में हुआ करती थी।

Conclusion:इधर नरेंद्र मोदी के फिट इंडिया कैंपियन को भी मेजर ध्यानचंद के पुत्र और ओलंपियन अशोक ध्यानचंद ने जमकर सराहा। देश भर में हो रहे फिट इंडिया केपियांन को लेकर अशोक ध्यानचंद का कहना था कि यह समय आ गया है कि सभी को फिट होकर मोदी जी के फिट इंडिया कैंपियन में भाग लेना चाहिए।
1-2-1
Last Updated : Aug 29, 2019, 12:26 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.