ETV Bharat / bharat

ସିଏଏ ପ୍ରସଙ୍ଗରେ କେସିଆରଙ୍କୁ ଭେଟିଲେ ଓୱେସୀ

ସିଏଏ ପ୍ରସଙ୍ଗରେ ସରକାରଙ୍କୁ ଘେରିବାରେ ଲାଗିଛନ୍ତି ଓୱେସୀ। ବୁଧବାର ସେ ନିଜ ରାଜ୍ୟ ତେଲଙ୍ଗାନା ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ କରି ଏ ପ୍ରସଙ୍ଗରେ ଆଲୋଚନା କରିଛନ୍ତି।

PHOTO
asaduddin owaisi
author img

By

Published : Dec 25, 2019, 7:48 PM IST

ହାଇଦ୍ରାବାଦ: ନାଗରିକତା ସଂଶୋଧନ ଆଇନକୁ ନେଇ ଦେଶରେ ଚାଲିଥିବା ବିରୋଧାଭାସ ଜାରି ରହିଛି। ବୁଧବାର ଏପ୍ରସଙ୍ଗରେ ହାଇଦ୍ରାବାଦ ସାଂସଦ ତଥା ଅଲ ଇଣ୍ଡିଆ ମଜଲିସ ଇତ୍ତେହାଦୁଲ ମୁସଲିମିନ(ଏଆଇଏମଆଇଏମ) ମୁଖ୍ୟ ଅସାଉଦ୍ଦିନ ଓୱେସୀ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ କରିଛନ୍ତି। ସାକ୍ଷାତକାର ପରେ ଓୱେସୀ କହିଛନ୍ତି ବର୍ତ୍ତମାନ ଦେଶର ସ୍ଥିତିକୁ ନେଇ କେସିଆର ଚିନ୍ତିତ ଅଛନ୍ତି।

ଏହାସହ ସେ କହିଛନ୍ତି ସିଏଏକୁ ନେଇ 27ରେ ନିଜାମାବାଦରେ ଏକ ସର୍ବଦଳୀୟ ବିରୋଧୀ ବୈଠକ ଆୟୋଜନ କରାଯିବ। ଯେଉଁଥିରେ କେସିଆର ଯୋଗଦେବାକୁ ସହମତି ଦେଇଛନ୍ତି ବୋଲି କହିଛନ୍ତି। ସିଏଏକୁ ବିରୋଧ କରୁଥିବା ରାଜନୈତିକ ଦଳଙ୍କ ସହ କେସିଆର ଆଲୋଚନା କରିବେ।

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.