ETV Bharat / bharat

ଅମ୍ରିତସର ବିମାନବନ୍ଦରରୁ ସ୍ବଦେଶ ଫେରିଲେ 270 ବ୍ରିଟେନ ନାଗରିକ

author img

By

Published : May 3, 2020, 8:21 AM IST

କୋରୋନା ମୁକାବିଲା ପାଇଁ ଜାରି ରହିଛି ଲକଡାଉନ । ଅମ୍ରିତସର ଅନ୍ତର୍ଜାତୀୟ ବିମାନବନ୍ଦରରୁ ଏକ ସ୍ୱତନ୍ତ୍ର କାତାର ଏୟାରୱେଜ୍ ବିମାନରେ ପ୍ରାୟ 270 ଜଣ ୟୁକେ ନାଗରିକ ନିଜ ଦେଶକୁ ଫେରିଛନ୍ତି । ଅଧିକ ପଢନ୍ତୁ...

ଅମ୍ରିତସର ବିମାନବନ୍ଦରରୁ ସ୍ବେଦେଶ ଫେରିଲେ 270 ବ୍ରିଟେନ ନାଗରିକ

ଚଣ୍ଡିଗଡ: ପୁଣି ପଞ୍ଜାବରୁ ସ୍ବଦେଶକୁ ଫେରିଛନ୍ତି ବ୍ରିଟେନ ନାଗରିକ । ରବିବାର ଅମ୍ରିତସରର ଶ୍ରୀ ଗୁରୁ ରାମ ଦାସ ଜୀ ଅନ୍ତର୍ଜାତୀୟ ବିମାନବନ୍ଦରରୁ ଏକ ସ୍ୱତନ୍ତ୍ର କତାର ଏୟାରୱେଜ୍ ବିମାନରେ ପ୍ରାୟ 270 ଜଣ ୟୁକେ ନାଗରିକ ଉଡାଣ ଭରିଛନ୍ତି । ବିମାନ ଭିତରକୁ ପ୍ରବେଶ କରିବା ପୂର୍ବରୁ ପ୍ରଥମେ ସମସ୍ତ ନାଗରିକଙ୍କର ମେଡିକାଲ ଚେକଅପ କରାଯାଇଥିଲା । ଏହାପରେ କତାର ଏୟାରୱେଜ୍ ବିମାନ ବ୍ରିଟେନ ଅଭିମୁଖେ ଉଡାଣ ଭରିଥିଲା ।

ଭାରତରେ କୋରୋନା କାରଣରୁ ଜାରି ରହିଛି ଲକଡାଉନ । ଏଥିଯୋଗୁଁ ଅନେକ ଦେଶ ଓ ଦେଶ ବାହାର ପର୍ଯ୍ୟଟକ ଫସି ରହିଛନ୍ତି ଭାରତରେ । ଏମାନଙ୍କୁ ଧିରେ ଧିରେ ନିଜ ସ୍ବେଦେଶ ପ୍ରତ୍ୟାବର୍ତ୍ତନ କରାଯାଉଛି । ସେହିପରି ଶନିବାର ମଧ୍ୟ ଅମ୍ରିତସର ବିମାନ ବନ୍ଦରରୁ 271 ଜଣ ବ୍ରିଟିଶ ନାଗରିକଙ୍କୁ ସ୍ବତନ୍ତ୍ର ବିମାନ ଯୋଗେ ନିଜ ଦେଶକୁ ପଠାଯାଇଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.