ETV Bharat / bharat

ପୁଞ୍ଚରେ ପାକିସ୍ତାନର ଅସ୍ତ୍ରବିରତି ଉଲଙ୍ଘନ, 2 ଯବାନ ଶହୀଦ - ପୁଞ୍ଛରେ ପାକ୍‌ର ଅସ୍ତ୍ରବିରତି ଉଲଙ୍ଘନ

ଜମ୍ମୁ-କାଶ୍ମୀରସ୍ଥିତ ନିୟନ୍ତ୍ରଣ ରେଖା ନିକଟରେ ପୁଣିଥରେ ଅସ୍ତ୍ରବିରତି ଉଲଙ୍ଘନ କରିଛି ପାକିସ୍ତାନ। ଏହାଯୋଗୁଁ ସେନାର 2ଜଣ ଯବାନ ଶହୀଦ ହୋଇଛନ୍ତି।

pak-violetes-ceasefire-in-j-ks-poonch
ଫାଇଲ ଫଟୋ
author img

By

Published : Jan 10, 2020, 4:49 PM IST

ଶ୍ରୀନଗର: ଜମ୍ମୁ-କାଶ୍ମୀରସ୍ଥିତ ନିୟନ୍ତ୍ରଣ ରେଖା ନିକଟରେ ପୁଣିଥରେ ଅସ୍ତ୍ରବିରତି ଉଲଙ୍ଘନ କରିଛି ପାକିସ୍ତାନ। ଭାରତୀୟ ସୀମାକୁ ଟାର୍ଗେଟ କରି ପାକିସ୍ତାନ ପଟୁ ହୋଇଥିବା ଗୁଳିବିନିମୟରେ ସେନାର 2ଜଣ ଯବାନ ଶହୀଦ ହୋଇଛନ୍ତି। ଏଥିରେ ଅନ୍ୟ 2 ଜଣ ଯବାନ ଆହତ ହୋଇଥିବା ଜଣାପଡିଛି। ଶହୀଦ ଯବାନ ସେନାରେ ପୋର୍ଟର ଭାବେ କାର୍ଯ୍ୟରତ ଥିଲେ।

ଶୁକ୍ରବାର ପ୍ରାୟ 11ଟା ସମୟରେ ପାକିସ୍ତାନ ସେନା ପକ୍ଷରୁ ପୁଞ୍ଚ ଜିଲ୍ଲାର ଗୁଲପୁର ସେକ୍ଟରରେ ଗୁଳିବିନିମୟ କରାଯାଇଥିଲା । ଭାରତୀୟ ସୀମାକୁ ଲକ୍ଷ୍ୟ କରି ପାକିସ୍ତାନ ସୈନିକ ମୋର୍ଟାର ମାଡ କରିଥିଲେ । ପାକିସ୍ତାନର ଏହି ଆକ୍ରମଣରେ 2 ଜଣ ଯବାନ ଶହୀଦ ହୋଇଥିବା ବେଳେ ଅନ୍ୟ 2 ଜଣ ଆହତ ହୋଇଛନ୍ତି। ସେପଟେ ପାକିସ୍ତାନର ଏହି ହରକତର ଜବାବ ଦେଉଛନ୍ତି ଭାରତୀୟ ଯବାନ। ଭାରତର ପାଲଟା ଆକ୍ରମଣରେ ପାକିସ୍ତାନ ସୈନ୍ୟ ଶିବିରରେ ଭାରିମାତ୍ରାରେ କ୍ଷୟକ୍ଷତି ହୋଇଥିବା ଖବର ମିଳିଛି।

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.