ETV Bharat / bharat

ଆତଙ୍କୀ ସୁଡଙ୍ଗ ଠାବ କଲା ଭାରତୀୟ ସେନା - ଦକ୍ଷିଣ କାଶ୍ମୀର

ଦକ୍ଷିଣ କାଶ୍ମୀର ଅୱନ୍ତିପୋରାରେ ଆତଙ୍କୀ ଲୁଚୁଥିବା ଏକ ସୁଡଙ୍ଗକୁ ଠାବ କଲା ଭାରତୀୟ ସେନା ।

Army busts underground hideout in Pulwama
ଆତଙ୍କୀ ସୁଡଙ୍ଗ ଠାବ କଲା ଭାରତୀୟ ସେନା
author img

By

Published : Apr 25, 2020, 9:52 PM IST

ଶ୍ରୀନଗର: ଆତଙ୍କୀ ଲୁଚୁଥିବା ସୁଡଙ୍ଗକୁ ଠାବ କଲା ସେନା । ଶନିବାର 50 ରାଷ୍ଟ୍ରୀୟ ରାଇଫଲର ସୁରକ୍ଷାକର୍ମୀ ଯାଞ୍ଚ ବେଳେ 10x10 ଫୁଟର ଏକ ସୁଡଙ୍ଗକୁ ଠାବ କରିଛି । ଦକ୍ଷିଣ କାଶ୍ମୀରର ଅୱନ୍ତିପୋରା ଠାରେ ଏହି ଆତଙ୍କୀ ସୁଡଙ୍ଗ ଠାବ ନେଇ ସୂଚନା ଦେଇଛି ଭାରତୀୟ ସେନା ।

ସୂଚନା ଅନୁଯାୟୀ ଗତ ମାସରରେ ଜମ୍ମୁ-କାଶ୍ମୀର ପୋଲିସ ଏବଂ ସୁରକ୍ଷା ବାହିନୀର ମିଳିତ ଅପରେସନରେ ପୁଲୱାମା ଜିଲ୍ଲାର ଅୱନ୍ତିପୋରାରେ ଆତଙ୍କୀ ଲୁଚୁଥିବା ଏକ ଆତଙ୍କୀସ୍ଥଳକୁ ଠାବ କରାଯାଇଥିଲା । ଯେଉଁଥିରେ ଆଇଡି ସମେତ ବହୁ ବିସ୍ଫୋରକ ସାମଗ୍ରୀ ଜବତ ହୋଇଥିଲା ।

@ANI

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.