ETV Bharat / bharat

ଜରୁରୀକାଳୀନ ଅବତରଣ କଲା ବାୟୁସେନା ହେଲିକପ୍ଟର - ଜରୁରୀକାଳୀନ ଅବତରଣ କଲା ବାୟୁସେନା ହେଲିକପ୍ଟର

ବାୟୁସେନାର ଉନ୍ନତ ହେଲିକପ୍ଟର ଧ୍ରୁବ ପୂର୍ବ ଲଦାଖ କ୍ଷେତ୍ରରେ ଜରୁରୀକାଳୀନ ଅବତରଣ କରିଥିବା ଜଣାପଡିଛି ।

ବାୟୁସେନା ହେଲିକପ୍ଟର
ବାୟୁସେନା ହେଲିକପ୍ଟର
author img

By

Published : Jun 21, 2020, 2:22 PM IST

ଶ୍ରୀନଗର: ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲା ଭାରତୀୟ ସେନାର ହେଲିକପ୍ଟର । ବାୟୁସେନାର ଉନ୍ନତ ହେଲିକପ୍ଟର ଧ୍ରୁବ ପୂର୍ବ ଲଦାଖ କ୍ଷେତ୍ରରେ ଜରୁରୀକାଳୀନ ଅବତରଣ କରିଥିବା ଜଣାପଡିଛି । ତେବେ ଯାତ୍ରୀ ଏବଂ ଚାଳକ ଉଭୟ ସୁରକ୍ଷିତ ଥିବା ଭାରତୀୟ ସେନା ସୂତ୍ରରୁ ପ୍ରକାଶ ପାଇଛି ।

ହେଲିକପ୍ଟରଟି ପୂର୍ବ ଲଦାଖ କ୍ଷେତ୍ର ଦେଇଯାଉଥିବା ସମୟରେ ହଠାତ ଯାନ୍ତ୍ରିକ ତୃଟି ଦେଖାଦେଇଥିଲା । ଏହାପରେ ପାଇଲଟ ଜଣକ ସାବଧାନତା ଅବଲମ୍ବନ କରି ଜରୁରୀକାଳୀନ ଅବତରଣ କରିଥିଲେ । ତେବେ ପୂର୍ବ ଲଦାଖରେ ଭାରତ-ଚୀନ ସୀମା ମଧ୍ୟରେ ଜାରି ରହିଥିବା ଉତ୍ତେଜନା ମଧ୍ୟରେ ଏଭଳି ଦୁର୍ଘଟଣା ସେନା ପାଇଁ ଚିନ୍ତାର ବିଷୟ ପାଲଟିଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.