ETV Bharat / bharat

ଡରାଇଲେ ଜେଟଲୀ: ଆମେରିକା ଭଳି ପାକିସ୍ତାନରେ ପସି ଶତ୍ରୁ ନାଶିବାକୁ କହିଲେ

ପ୍ରଧାନମନ୍ତ୍ରୀ ମୋଦିଙ୍କ ବାସଭବନରେ ଏକ ଉଚ୍ଚସ୍ତରୀୟ ବୈଠକ ଡକାଯାଇଛି। ଏହି ବୈଠକରେ ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ, ଗୃହମନ୍ତ୍ରୀ, ରକ୍ଷାମନ୍ତ୍ରୀ, ବୈଦେଶିକ ସଚିବ, ରକ୍ଷା ସଚିବ ଓ ଗୁଇନ୍ଦା ବିଭାଗର ଅଧିକାରୀ ସାମିଲ ରହିଛନ୍ତି । ପାକିସ୍ତାନ ଉପରେ ହୋଇଥିବା ଆକ୍ରମଣ ନେଇ ବୈଠକ ଡକାଯାଇଛି। ଏହା ଭିତରେ ଅରୁଣ ଜେଟଲୀ ବଡ ବୟାନ ଦେଇଛନ୍ତି। ଜେଟଲୀ କହିଛନ୍ତି ବର୍ତ୍ତମାନ ପରିସ୍ଥିତିରେ ସବୁ କିଛି ସମ୍ଭବପର। ଯେତେବେଳେ ଆମେରିକା ନିଜ ଶତ୍ରୁ ବିନାଶ ପାଇଁ ପାକିସ୍ତାନରେ ପସି ଆକ୍ରମଣ କରିପାରେ ସେତେବେଳ ଭାରତ ନିଜ ଶତ୍ରୁ ସଂହାର ପାଇଁ କିଛି ବି କରିପାରେ।

ଫାଇଲ ଫଟୋ
author img

By

Published : Feb 27, 2019, 3:28 PM IST

ନୂଆଦିଲ୍ଲୀ: ଭାରତ ଓ ପାକିସ୍ତାନ ମଧ୍ୟରେ ଅଘୋଷିତ ଯୁଦ୍ଧ ପରିସ୍ଥିତି ଉପୁଜିଛି। ଏହାକୁ ନେଇ ଦିଲ୍ଲୀରେ ଘନଘନ ଜରୁରୀକାଳୀନ ବୈଠକ ଡକାଯାଉଛି। ପ୍ରଧାନମନ୍ତ୍ରୀ ମୋଦିଙ୍କ ବାସଭବନରେ ଏକ ଉଚ୍ଚସ୍ତରୀୟ ବୈଠକ ଡକାଯାଇଛି । ଏହି ବୈଠକରେ ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ, ଗୃହମନ୍ତ୍ରୀ, ରକ୍ଷାମନ୍ତ୍ରୀ, ବୈଦେଶିକ ସଚିବ, ରକ୍ଷା ସଚିବ ଓ ଗୁଇନ୍ଦା ବିଭାଗର ଅଧିକାରୀସାମିଲ ରହିଛନ୍ତି। ପାକିସ୍ତାନ ଉପରେ ହୋଇଥିବା ଆକ୍ରମଣ ନେଇ ବୈଠକ ଡକାଯାଇଛି।

ଏହା ଭିତରେ ଅରୁଣ ଜେଟଲୀ ବଡ ବୟାନ ଦେଇଛନ୍ତି । ଜେଟଲୀ କହିଛନ୍ତି ବର୍ତ୍ତମାନ ପରିସ୍ଥିତିରେ ସବୁ କିଛି ସମ୍ଭବପର। ଯେତେବେଳେ ଆମେରିକା ନିଜ ଶତ୍ରୁ ବିନାଶ ପାଇଁ ପାକିସ୍ତାନରେ ପସି ଆକ୍ରମଣ କରିପାରେ ସେତେବେଳ ଭାରତ ନିଜ ଶତ୍ରୁ ସଂହାର ପାଇଁ କିଛି ବି କରିପାରେ।

  • Finance minister Arun Jaitley: A week is too long a time for any country. If you look at last 24 hours, one week would appear to be a day. The kind of things we see...I remember when the US Navy SEALs had taken Osama Bin Laden from Abbottabad (Pakistan),then can't we do the same? pic.twitter.com/eMa5LX1UXq

    — ANI (@ANI) February 27, 2019 " class="align-text-top noRightClick twitterSection" data=" ">

ଜେଟଲୀ କହିଛନ୍ତି ପାକିସ୍ତାନର ଆବଟ୍ଟାବାଦସ୍ଥିତ ଠିକଣାରେ ରହୁଥିବା ଅଲ୍ କାଏଦା ମୁଖ୍ୟ ଓସାମା ବିନ୍ ଲାଦେନକୁ ଆମେରିକାର ସିଲ୍‌ କମାଣ୍ଡୋମାରି ଗଡାଇଥିଲେ । ଏବେ ଏହି ଭଳି କାମ କରିବା ପାଇଁ ଭାରତକୁ ଚିନ୍ତା କରିବାର ସମୟ ଆସିଛି । ଏହି କାମ ସହଜ ନୁହେଁ ମାତ୍ର ଏହା ଭାତର କରିବା ପାଇଁ ପୂର୍ଣ୍ଣକ୍ଷମ ଅଟେ । ଜେଟଲୀଙ୍କ ଏହି ବୟାନ ପରେ ଭାରତର ସ୍ପଷ୍ଟ ଆଭିମୁଖ୍ୟ ଜଣାଯାଉଛି। ଭାରତ ପାକିସ୍ତାନରେ ପରିଚାଳିତ ଜୈଶ-ଇ-ମହମ୍ମଦର ସମସ୍ତ ଆଡ୍ଡାକୁ ପାକିସ୍ତାନରେ ପସି ଧ୍ୱଂସକରିବା ପାଇଁ ଯୋଜନା କରୁଥିବା ଅନୁମାନ ଲଗାଯାଉଛି।

ସୂଚନା ଅନୁଯାୟୀ ଭାରତର ଏୟାର ଷ୍ଟ୍ରାଇକ ପରେ ଆଜି ସକାଳେ ପାକିସ୍ତାନର ଦୁଇଟି ଲଢୁଆ ବିମାନ ଜାମ୍ମୁ ଓ କାଶ୍ମୀରର ନୌସେରା ସେକ୍ଟରରେ ଭାରତୀୟ ସୀମାରେ ପ୍ରବେଶ କରିଥିଲା । ବିମାନଟି ଜମ୍ମୁ-କଶ୍ମୀରର ନୌସେରା ସେକ୍ଟରର ଲ୍ୟାମ୍‌ ଭ୍ୟାଲି ନିକଟରେ ଭାରତୀୟ ସୀମା ଭିତରକୁ ପ୍ରାୟ ୩ କିଲୋମିଟର ପଶି ଆସିଥିଲା ଏହାପରେ ଭାରତୀୟ ବାୟୁ ସେନା ପକ୍ଷରୁ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ବିମାନଟିକୁ ଗୁଳି କରି ଖସାଇ ଦିଆଯାଇଥିବା ଖବର ରହିଛି।

26.02.2019
Radhakanta Mohanty,Kendrapada(AVB)
Slug-Blue Button Express
ANCHOR - ସାଧାରଣ ନିର୍ବାଚନ ଯେତିକି ପାଖେଇ ଆସୁଛି ସେନେଇ ସମସ୍ତେ ତତ୍ପର ହୋଇଉଠିଛନ୍ତି । ସିଭିଲ ସୋସାଇଟି ଓ ବୁଦ୍ଧିଜିବି ମାନେ ମଧ୍ୟ ଆଗଭର ହେଲେଣି । ଓଡିଶା ଇଲେକସନ୍ ୱାଚ୍ ଏବଂ ନିର୍ବାଚନ କମିଶନଙ୍କ ମିଳିତ ଉଦ୍ୟମରେ ଭୋଟରଙ୍କୁ ସଚେତନ କରିବାକୁ ଚଳିତ ମାସ ୧୨ ତାରିଖଠାରୁ ଏହି ସଚେତନତା ରଥ ଭୁବନେଶ୍ବରରୁ ସଚେତନ ଆରମ୍ଭ କରି ଆସନ୍ତା ୨୮ ତାରିଖରେ ଏହି ସଚେତନତା କାର୍ଯ୍ୟକ୍ରମ ଶେଷ ହେବ ବୋଲି ସୁଚନା ମିଳିଛି । ମଙ୍ଗଳବାର ସକାଳେ କେନ୍ଦ୍ରାପଡା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ରେ  ଏହି ଭୋଟର ସଚେତନତା ରଥ ବା ବ୍ଲୁ ବଟନ ଏକ୍ସପ୍ରେସ୍ ପହଞ୍ଚିବା ପରେ  ଜିଲ୍ଲାପାଳ ଦାଶରଥି ଶତପଥୀ ପତାକା ଦେଖାଇ ଏହି ଏକ୍ସପ୍ରେସକୁ ଜିଲ୍ଲାରେ ସ୍ବାଗତ କରିଥିଲେ । ଜିଲ୍ଲାର ବିଭିନ୍ନ ଗାଁକୁ ବୁଲି ସଚେତନ କରିବ ଏହି ଏକ୍ସପ୍ରେସ୍ । ଭୋଟ ନିଶ୍ଚୟ ଦିଅନ୍ତୁ ଏବଂ ସଚେତନ ରୁହନ୍ତୁ ବୋଲି ବାର୍ତ୍ତା ଦେଉଛି । ଚଳିତ ବର୍ଷ ହେବାକୁ ଥିବା ୧୭ତମ ଲୋକସଭା ନିର୍ବାଚନରେ ଭୋଟର ମାନେ କୌଣସି ପ୍ରକାର ପରିସ୍ଥିତି ବା ବ୍ୟକ୍ତି ବିଶେଷ ଦ୍ବାରା ପ୍ରଭାବିତ ନହୋଇ ନିଜର ମତଦାନ କରିବା ପାଇଁ ଏହି ବ୍ଲୁ ବଟନ ଏକ୍ସପ୍ରେସ୍ ମଧ୍ୟ ବାର୍ତ୍ତା ଦେବ ।
ବାଇଟ-ଦାଶରଥି ଶତପଥୀ, ଜିଲ୍ଲାପାଳ

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.