ETV Bharat / bharat

ଚିନ୍ତାରେ ଚନ୍ଦ୍ରବାବୁ, ବଙ୍ଗଳା ପରେ ହାତରୁ ଗଲା ସୁରକ୍ଷା ବ୍ୟବସ୍ଥା

author img

By

Published : Jun 25, 2019, 5:04 PM IST

ଚନ୍ଦ୍ରବାବୁଙ୍କ ବିଳାସପୂର୍ଣ୍ଣ ବଙ୍ଗଳା ଭାଙ୍ଗିବାକୁ ନିର୍ଦ୍ଦେଶ ଦେବା ପରେ ଏବେ ତାଙ୍କ ପରିବାରର ସୁରକ୍ଷା ବ୍ୟବସ୍ଥାକୁ ମଧ୍ୟ କମ୍‌ କରିବାର ନିଷ୍ପତ୍ତି ନେଇଛନ୍ତି ଆନ୍ଧ୍ର ପ୍ରଦେଶ ସରକାର ।

ଫାଇଲ ଫଟୋ

ଅମରାବତୀ: ଆନ୍ଧ୍ରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁଙ୍କ ଚିନ୍ତା ବଢାଉଛନ୍ତି ନୂତନ ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡ୍ଜୀ । ଚନ୍ଦ୍ରବାବୁଙ୍କ ବିଳାସପୂର୍ଣ୍ଣ ବଙ୍ଗଳା ଭାଙ୍ଗିବାକୁ ନିର୍ଦ୍ଦେଶ ଦେବା ପରେ ଏବେ ତାଙ୍କ ପରିବାରର ସୁରକ୍ଷା ବ୍ୟବସ୍ଥାକୁ ମଧ୍ୟ କମ୍‌ କରିବାର ନିଷ୍ପତ୍ତି ନେଇଛନ୍ତି ।

ରାଜ୍ୟ ସରକାର ଚନ୍ଦ୍ରବାବୁ ନାଇଡୁଙ୍କ ପୁଅ ତଥା ପୂର୍ବ ରାଜ୍ୟମନ୍ତ୍ରୀ ନାରା ଲୋକେଶଙ୍କ ଜେଡ ଶ୍ରେଣୀ ସୁରକ୍ଷାକୁ ଫେରାଇ ନେଇଛନ୍ତି । ନାରା ଲୋକେଶଙ୍କ ୫+୫ ସୁରକ୍ଷାକୁ କମାଇ ୨+୨ କରିଦେଇଛନ୍ତି । ଏହାସହ ତାଙ୍କ ପରିବାରର ଅନ୍ୟ ସଦସ୍ୟଙ୍କ ସୁରକ୍ଷାକୁ ହଟାଇ ଦିଆଯାଇଛି ।

ସୂଚନା ଯୋଗ୍ୟ ଯେ, ଏହା ପୂର୍ବରୁ ପୂର୍ବତନ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁଙ୍କ ସୁରକ୍ଷାକୁ ହଟାଇ ଦିଆଯାଇଥିଲା । ଏହା ବ୍ୟତିତ ତାଙ୍କ ବଙ୍ଗଳା 'ପ୍ରଜା ବେଦିକା'କୁ ଭାଙ୍ଗିବାକୁ ଜଗନ ମୋହନ ରେଡ୍ଜୀ ନିର୍ଦ୍ଦେଶ ଦେଇଥିଲେ ।

Intro:Body:

sdf

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.