ETV Bharat / bharat

ଗୃହମନ୍ତ୍ରୀଙ୍କୁ ଭେଟିବେ ଆନ୍ଧ୍ର ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡ୍ଡୀ

ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ଭେଟିବେ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ । ଆନ୍ଧ୍ରପ୍ରଦେଶକୁ ସ୍ବତନ୍ତ୍ର ରାଜ୍ୟ ପାହ୍ୟା ପାଇଁ ଜଗନ, ଅମିତ ଶାହାଙ୍କ ସହ କରିପାରନ୍ତି ଆଲୋଚନା ।

ଫଟୋ ସୌଜନ୍ୟ : ଏଏନଆଇ
author img

By

Published : Jun 14, 2019, 10:19 AM IST

ଅମରାବତୀ: ଆଜି ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଜଗନମୋହନ ରେଡ୍ଡୀ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ଭେଟିବେ । ଦିଲ୍ଲୀରେ ସେ ଶାହାଙ୍କୁ ଭେଟିବେ । ଉପବାଚସ୍ପତି ଜଗନ ରେଡ୍ଡୀଙ୍କୁ ଅଫର କରିଥିଲେ ବିଜେପି । ହେଲେ ଏନେଇ ସମୟ ମାଗିଥିଲେ ଜଗନ ।

ତେବେ ଜଗନ ଗୃହମନ୍ତ୍ରୀଙ୍କୁ ଭେଟିବା ପରେ ଏନେଇ ଆଲୋଚନା ହୋଇପାରେ । ଆନ୍ଧ୍ରପ୍ରଦେଶକୁ ସ୍ବତନ୍ତ୍ର ରାଜ୍ୟ ପାହ୍ୟା ପାଇଁ ଜଗନ ଅମିତ ଶାହାଙ୍କ ସହ କରିପାରନ୍ତି ଆଲୋଚନା ।

Intro:Body:

dhdhd

Conclusion:

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.