ETV Bharat / bharat

ଭୂକମ୍ପରେ ଥରିଲା ହିନ୍ଦଖୁସ୍ , ତୀବ୍ରତା 4.3 ରେକର୍ଡ - Hindukush region

ହିନ୍ଦଖୁସ୍ ଅଞ୍ଚଳରେ ଭୂକମ୍ପରେ ଝଟକା। ରିକ୍ଟର ସ୍କେଲରେ ତୀବ୍ରତା 4.3 ରେକର୍ଡ କରାଯାଇଛି।

ଭୂକମ୍ପରେ ଥରିଲା ହିନ୍ଦଖୁସ୍ ଅଞ୍ଚଳ, ତୀବ୍ରତା 4.3 ରେକର୍ଡ

author img

By

Published : Jul 11, 2020, 11:35 AM IST

ନୂଆଦିଲ୍ଲୀ: ମହାମାରୀ ମଧ୍ୟରେ ବାରମ୍ବାର ଭୂକମ୍ପର ଝଟକା। ଭୂତାଣୁର ଭୟରେ ସମସ୍ତେ ଘରେ ରହୁଥିବା ବେଳେ ବିଭିନ୍ନ ସମୟରେ ଭୂମକମ୍ପରେ ଥରୁଛନ୍ତି ରାଜ୍ୟବାସୀ।

ସୂଚନା ଅନୁସାରେ, ହିନ୍ଦଖୁସ୍ ଅଞ୍ଚଳରେ ଶନିବାର ସକାଳ ସମୟରେ ଭୂକମ୍ପରେ ଝଟକା ଲାଗିଛି । ରିକ୍ଟର ସ୍କେଲରେ ଏହାର ତୀବ୍ରତା 4.3 ରେକର୍ଡ କରାଯାଇଛି।

ନ୍ୟାସନାଲ ସେଣ୍ଟର ଫର ସେସମୋଲୋଜି ଅନୁଯାୟୀ, ସକାଳ 09:50 ରେ ଏହି କମ୍ପନ ଅନୁଭୂତ ହୋଇଥିଲା। ଭୂକମ୍ପ ହେତୁ ଧନ ଜୀବନ ନଷ୍ଟ କିମ୍ବା ସମ୍ପତ୍ତି ନଷ୍ଟ ହେବାର କୌଣସି ଖବର ନାହିଁ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.