ETV Bharat / bharat

ଭୂକମ୍ପରେ ଥରିଲା ମହାରାଷ୍ଟ୍ର, ରିକ୍ଟର ସ୍କେଲରେ ତୀବ୍ରତା 4.8 - ଭୂମିକମ୍ପରେ ଥରିଲା ମହାରାଷ୍ଟ୍ର

ମହାରାଷ୍ଟ୍ରରର ପାଲଘର ଅଞ୍ଚଳରେ ଭୂମିକମ୍ପର ଝଟକା ଅନୁଭୂତ ହୋଇଛି । ଏହି ଭୂମିକମ୍ପର ତୀବ୍ରତା  ରିକ୍ଟର ସ୍କେଲରେ 4.8 ମପାଯାଇଛି ।

earthquake
ପ୍ରତିକାତ୍ମକ ଫଟୋ
author img

By

Published : Dec 14, 2019, 8:00 AM IST

ମୁମ୍ବାଇ: ମହାରାଷ୍ଟ୍ରରର ପାଲଘର ଅଞ୍ଚଳରେ ଭୂମିକମ୍ପର ଝଟକା ଅନୁଭୂତ ହୋଇଛି । ଶନିବାର ସକାଳ 5.22ରେ ହୋଇଥିବା ଏହି ଭୂମିକମ୍ପର ତୀବ୍ରତା ରିକ୍ଟର ସ୍କେଲରେ 4.8 ମପାଯାଇଛି । ତେବେ ଏଥିରେ କୌଣସି ପ୍ରକାର କ୍ଷୟକ୍ଷତି ହୋଇନଥିବା ଭାରତୀୟ ପାଣିପାଗ ପକ୍ଷରୁ ସୂଚନା ରହିଛି ।

ଏହା ପୂର୍ବରୁ ଉତ୍ତରାଖଣ୍ଡର ଚମୋଲି ଏବଂ ରୁଦ୍ରପ୍ରୟାଗରେ ଶୁକ୍ରବାର ଅପରାହ୍ନରେ ଭୂକମ୍ପ ଝଟକା ଅନୁଭୂତ ହୋଇଥିଲା । ଚମୋରିରେ ଅପରାହ୍ନ 4ଟା 57 ମିନିଟରେ ଓ ରୁଦ୍ରପ୍ରୟାଗରେ ପ୍ରାୟ 5ଟାରେ ଭୂକମ୍ପ ହୋଇଥିଲା । ଚମୋରିରେ ଭୂମିକମ୍ପର ତୀବ୍ରତା ରିକ୍ଟର ସ୍କେଲରେ 4.4 ରହିଥିବାବେଳେ ରୁଦ୍ରପ୍ରୟାଗରେ 2.5 ରହିଥିଲା ।

Intro:Body:

testing

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.